YouVersion Logo
Search Icon

ଲୁକ 7:7-9

ଲୁକ 7:7-9 BDVNT

ତ୍‍ବେ ମୁଇ ନିଜେ ତର୍‍ଲ୍‌ଗେ ଆସୁକେ ସାହାସ୍ ନ୍‌କେଲେ। ମ୍‍ତର୍ ସେତିହ୍‍ଣି ହ୍‍ଦେକ୍ ଆଦେଶ୍ ଦେ, ମର୍ ଚାକର୍ ବ୍‍ଲ୍ ଅଇଦ୍। କାଇତାକ୍ ମୁଇ ଅଦିକାରିମ୍‌ନ୍‌କାର୍ ତ୍‌ଳେ ରିଲେକ୍ ହେଁ, ମର୍ ତ୍‌ଳେ ସନିଅମ୍‌ନ୍ ଆତ୍‍ତି। ଆର୍ ମୁଇ ଗଟେଲକ୍‌କେ ଯା କଇଲେ ସେ ଯାଇଦ୍। ଆର୍ ଗଟେଲକ୍‌କେ ଆସ୍ କଇଲେ ସେ ଆସେଦ୍। ଆରେକ୍‌ ମର୍ ଚେଲାକେ ଇରିକ୍‍ର୍ ବ୍‍ଲି କଇଲେକ୍, ସେ ସେରି କ୍‍ରେଦ୍।” ସେଡେବ୍‍ଳ୍ ଯୀଶୁ ଇ ସ୍‌ବୁ କ୍‌ତାଶୁଣି ଚାନିଆ ଅଇଲା, ଆର୍ ହ୍‍ଚ୍‍ବାଟ୍ ବୁଲିକ୍‍ରି ତାର୍ ହ୍‌ଚେ ଆସ୍‌ତିରିଲା ଲକ୍‌ମ୍‍ନ୍‌କେ କଇଲା, “ମୁଇ ତୁମୁକ୍‌ମ୍‌ନ୍ କ୍‌ମ୍‌ଲେ, ଇସ୍ରାଏଲ୍ ଦେଶାର୍ ଲକ୍‍ମ୍‍ନ୍‍କାର୍ ବିତ୍‌ରେ ଅନ୍‌କ୍‌ରି ବିଶ୍‌ବାସ୍‌ କ୍‌ର୍‌ତା କୁଇଲକେ ମୁଇ ଦ୍‍କି ନ୍‌କେରି।”

Free Reading Plans and Devotionals related to ଲୁକ 7:7-9