ଆଦି 9
9
ନଅଁର୍ ସଙ୍ଗେ ପର୍ମେସରର୍ ରାଜିନାମା
1ତାର୍ ପଚେ ପର୍ମେସର୍ ନଅକେ ଆରି ତାର୍ ପିଲାଜିଲା ମନ୍କେ ଆସିର୍ବାଦ୍ କରି କଇଲା, ତମେମନ୍ ବେସିଲକ୍ ଉଆ, ବେସି ବଁସ୍ ଉଆ, ଆରି ପୁର୍ତିବିକେ ପୁରାପୁରୁନ୍ କରା, 2ପୁର୍ତିବିର୍ ସବୁଜନ୍ତ୍, ଆରି ସବୁଜାକ ଚଡଇ ଆରି ବୁଏଁ ବାସାଅଇ ରଇବା ଜିବ୍ଜନ୍ତ୍ ଆରି ପେଟ୍ସଙ୍ଗ୍ ରାଙ୍ଗ୍ବା ଜନ୍ତ୍ମନ୍ ଆରି ସମ୍ଦୁରର୍ ମାଚ୍, ସବୁଜାକ ତମର୍ ଆତେ ସର୍ପି ଦେଇଆଚୁ । 3ସବୁ ଇଣ୍ଡାବୁଲା ଅଇବା ଜନ୍ତ୍ମନ୍କେ ତମେ କାଇ ପାର୍ସା, ଆମେ ସବୁ ରଙ୍ଗର୍ ସାଗ୍ପାରା ଏଟାମନ୍ ସବୁଜାକ ତମ୍କେ ଦେଲୁ, 4ମାତର୍ ତମେ ଜିବନ୍ ବନି ମିସି ରଇବା ମାଉଁସ୍ କାଆ ନାଇ । 5ଆରି ଆମେ ତମର୍ ଜିବନର୍ ବନିର୍ ବାଦ୍ଲା ନେବାଟା ନେବୁ ଆକା, ସବୁ ଜିବ୍ଜନ୍ତୁ ଲଗେ ଅନି ଅଅକି ନର୍ଲକର୍ ତେଇ ଅନି ଅଅ, ତାର୍ ବାଦ୍ଲା ନେବୁ, ଆମେ ସବୁ ନର୍ଲକର୍ ବାଇର୍ ତି ଅନି ନର୍ଲକର୍ ଜିବନର୍ ବାଦ୍ଲା ନେବି । 6ଜେ କି ନର୍ଲକ୍କେ ମାର୍ସି, ସେ ଲକର୍ ବାଦୁଲେ ତାକେ ମାରା ଅଇସି, କାଇକେ ବଇଲେ ପର୍ମେସର୍ ନିଜର୍ ବାନିମୁର୍ତି କରି ନର୍ ଲକ୍କେ ତିଆର୍ କଲା ଆଚେ । 7ତମେ ବେସି ଲକ୍ ଉଆ ଆରି ବେସି ବଁସ୍ ଉଆ ଆରି ପୁର୍ତିବି ତେଇ ପୁରାପୁରୁନ୍ ଉଆ,
8ଆରିତରେକ୍ ପର୍ମେସର୍ ନଅକେ ଆରି ତାର୍ ସଙ୍ଗେ ରଇଲା ପିଲାମନ୍କେ କଇଲା, 9ଦେକା, ତମର୍ ସଙ୍ଗ୍ ଆରି ତମର୍ ଆଗ୍କେ ଆଇବା ବଁସ୍ ସଙ୍ଗ୍ ଆରି ତମର୍ ସଙ୍ଗେ ଆରି ସବୁ ଜନ୍ତ୍ଜିଆତ୍ ସଙ୍ଗେ, 10ଆରି ଜାଜେ ଅନି ବାରଇଲା ଗାଅଁର୍ ଆରି ବନର୍ ଜନ୍ତ୍ ଆରି ଚଡଇ ସଙ୍ଗେ ପୁର୍ତିବିର୍ ସବୁ ଜିବ୍ଜନ୍ତୁ ସଙ୍ଗେ ମୁଇ ନିଜର୍ ନିଅମ୍ ତିଆର୍ କରି ଆଚି। 11ଆମେ ତମର୍ ସଙ୍ଗେ ଏ ନିଅମ୍ ତିର୍ କର୍ବୁ, ସବୁ ଜନ୍ତ୍ମନ୍ ବଡ୍ ବାଉ ପବନ୍ ଆଇଲେ ମରି ନ ଜାଅତ୍ ଆରି ପୁର୍ତିବିକେ ବିନାସ୍ କର୍ବାକେ ଆରି ବଡ୍ ବର୍ସା ନ ମାରେ । 12ଆରି ତରେକ୍ ପର୍ମେସର୍ କଇଲା, ମୁଇ ତମର୍ ସଙ୍ଗେ ଆରି ତମର୍ ସଙ୍ଗେ ରଇବା ସବୁ ଜନ୍ତ୍ ଜିଆତ୍ ସଙ୍ଗେ ପିଡିକେ ପିଡି ଦାରି କେବେ ନ ସାର୍ବା ଜାକ ଜନ୍ ନିଅମ୍ ତିର୍ କଲୁଆଚୁ,ତାର୍ ଚିନ୍ ଏଟା , 13ଆମେ ମେଗେ ନିଜର୍ ଇନ୍ଦ୍ରଦୁନୁ ତିଆର୍ କରି ଆଚୁ, ସେଟା ପୁର୍ତିବି ସଙ୍ଗେ ଆମର୍ ରାଜି ନାମାର୍ ଚିନ୍ ଅଇସି, 14ସେଡ୍କି ବେଲେ ଆମେ ପୁର୍ତିବି ଉପ୍ରେ ମେଗ୍ ଟେକାଇବି ସେଡ୍କି ବେଲେ ସେ ଇନ୍ଦର୍ଦୁନୁ ମେଗ୍ ଦେକାଇସି । 15ସେଡ୍କିବେଲେ ତମର୍ ସଙ୍ଗେ ଆରି ମାଉସ୍ ରଇବା ସବୁ ଜାକ ଜନ୍ତ୍ଜିଆତ୍ ସଙ୍ଗେ ଆମର୍ ଜନ୍ ରାଜିନାମା ଆଚେ, ସେଟା ଆମର୍ ମନେ ରଅ, ସେଟାର୍ ପାଇ ସବୁ ଜନ୍ତ୍ ଜିଆତ୍କେ ମରାଇ ଦେବାକେ ଆରି ବଡ୍ ବର୍ସା ଆରି ନ ଅଏ । 16ଆରି ଜେଡେବଲ୍ ମେଗେଅନି ଇନ୍ଦର୍ଦୁନୁ ଟେକ୍ଲେ, ଆମେ ତାକେ ଦେକି ଅଇସି, ତାର୍ପଚେ ପୁର୍ତିବିର୍ ମାଉଁସ୍ ରଇବା ସବୁ ଜନ୍ତ୍ଜିଆତ୍ ସଙ୍ଗେ ପର୍ମେସରର୍ ଜନ୍ ନ ସାର୍ବା ରାଜିନାମା ଆଚେ, ସେଟାକେ ଆମେ ଏତାଉଁ । 17ପର୍ମେସର୍ ନଅକେ କଇଲା, ପୁର୍ତିବିର୍ ଜିଇ ରଇବା ସବୁ ଜନ୍ତ୍ଜିଆତ୍ ସଙ୍ଗେ ଆମେ ଜନ୍ ରାଜିନାମା କରିଆଚୁ,ସିତିର୍ ଚିନ୍ ଏଟା ଅଇସି ।
ନଅ ଆରି ତାର୍ ପିଲାମନ୍
18ନଅର୍ ଜନ୍ ପିଲାମନ୍ ଜାଜେ ଅନି ବାରଇ ଆଇଲାଇ,ସେମନର୍ ନାଉଁ ଅଇଲାନି ସେମ୍ ଆରି ଆମ ଆରି ଜେପତ୍, ଆମ ଅଇଲାନି କିଣାନର୍ ବାବା । 19ଏ ତିନ୍ଲକ୍ ନଅର୍ ପିଲାମନ୍, ଏମନର୍ ବଁସ୍ ସବୁ ପୁର୍ତିବି ଟାନେ ପୁରୁନ୍ ଅଇ ଗାଲାଇ। 20ତାର୍ପଚେ ନଅ ଚାସ୍କାମ୍ କର୍ବାକେ ଅଙ୍ଗୁର୍ ବାଡ୍କେ ମନ୍ କଲା । 21ତାର୍ପଚେ ସେ ଅଙ୍ଗୁର୍ ରସ୍ କାଇକରି ମାତି କରି ତମୁ ଲଗେ ଅଚେତ୍ନା ଅଇ ସଇ ରଇଲା। 22ସେଡ୍କିବେଲେ କିଣାନର୍ ବାବା ଆମ ନିଜର୍ ବାବାର୍ ଡୁମ୍ଣ୍ଡା ଅଇଲାଟାକେ ଦେକିକରି ବାଇଲେ ଜାଇ ନିଜର୍ ଦୁଇବାଇକେ ଜାନାଇଲା। 23ସେଡ୍କିବେଲେ ସେମ୍ ଆରି ଜେପତ୍ କନ୍ଦେ ବସ୍ତର୍ ନେଇଁ ପଚ୍ବାଟେ ମୁଆନ୍ କରି ନିଜର୍ ବାବାର୍ ଡୁମ୍ଣ୍ଡା ଅଇ ସଇ ରଇଲାଟା ଦେକିକରି ଡାବି ଦେଲାଇ, ସେମନ୍ ପଚ୍ବାଟେ ମୁଁ କରି ଗାଲାକେ ବାବାର୍ ଡୁମ୍ଣ୍ଡା ଅଇବାଟା ଦେକତ୍ ନାଇ । 24ତାର୍ପଚେ ନଅ ଅଙ୍ଗୁର୍ରସ୍ କାଇକରି ମାତି ସଇ ଉଟିକରି ନିଜର୍ ଲଗେ ବଡ୍ପିଲାର୍ କାତାବାର୍ତା ଅଇବାଟା ଜାନ୍ଲା, 25ଆରି ସେ କଇଲା,
କିଣାନ୍ ଅବିସାପ୍ ପାଅ, ମାତର୍ ନିଜର୍
ସେ ତାର୍ ବାଇମନର୍ ଦାଙ୍ଗ୍ଡା ଅଇସି। 26ଆରି ସେ କଇଲା, ସେମର୍ ପର୍ମେସର୍ ସବୁବେଲର୍ ମାପ୍ରୁ କରମ୍ ଅଅ,
କିଣାନ୍ ସେମର୍ ଦାସ୍ ଅଅ । 27ପର୍ମେସର୍ ଜେପତ୍କେ ଡାକ୍ପୁଟା କର,
ଆରି ସେ ସେମର୍ ତମୁ ତେଇ ବାସା କର,
ଆରି କିଣାନ୍ ତାର୍ ଦାଙ୍ଗ୍ଡା ଅଅ। 28ବଡ୍ ବାଉପବନ୍ ଆଇଲା ପଚେ ନଅ ତିନ୍ସ ପଚାସ୍ ବରସ୍ ଜିଇଲା । 29ଆରି, ନଅର୍ ବଇସ୍ ସବୁମିସି ନଅସ ପଚାସ୍ ବରସ୍ ରଇଲା, ତାର୍ପଚେ ସେ ମଲା ।
Currently Selected:
ଆଦି 9: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Videos for ଆଦି 9
Episode 36:Are We Near the End? The Bible’s Hidden Pattern
Under The Hood
EP 25. Why Do So Many Cultures Have Flood Myths? The Truth Behind the Stories
Under The Hood
Ep 34. Genesis 10: How Noah’s Sons Shaped the World & God's Redemption Story
The Bible Show
Episode 19: Feeding of Four thousand with the Syrophonecian woman
The Bible Show