ଆଦି 22
22
ଅବ୍ରାମର୍ ବିସ୍ବାସର୍ ପରିକା
1ଏ ସବୁ ଗଟ୍ନା ଗଟ୍ଲା ପଚେ ପର୍ମେସର୍ ଅବ୍ରାଆମ୍କେ ବିସ୍ବାସର୍ ପରିକା କଲା, ସେ ତାକେ କଇଲା ଏ ଅବ୍ରାଆମ୍ । ତାର୍ପଚେ ଅବ୍ରାଆମ୍ ଉତର୍ ଦେଲା, ଦେକା, ମୁଇଁ ଇତି ଆଚି । 2ସେଡ୍କିବେଲେ ପର୍ମେସର୍ କଇଲା, ତୁଇ ଏବେ ନିଜର୍ ପିଲାକେ, ତମର୍ ଗଟେକ୍ ବଲି ପିଲାକେ, ତମେ ଜାକେ କି ଲାଡ୍ କଲୁସ୍ନି, ସେ ଇସାକ୍କେ ନେଇଁ ମରିଆ ଦେସେ ଜାଆ, ଆରି ଆମେ ସେ ଦେସେ ଜନ୍ ଡଙ୍ଗର୍ ବଲିକରି କଇଲୁନି, ସେ ଡଙ୍ଗର୍ ଉପ୍ରେ ତାକେ ଅମ୍ବଲି ଦେସ୍ ।
3ତାର୍ପଚେ ଅବ୍ରାଆମ୍ ସାକାଲ୍ ସାକାଲ୍ ଉଟି କରି ଗଦ ଉପ୍ରେ ଜିନିସ୍ପତର୍ ଲାଦିକରି ଦୁଇଟା ଦାସ୍ ଆରି ନିଜର୍ ପିଲା ଇସାକର୍ ସଙ୍ଗେ ଗାଲାଇ, ଆରି ଅମ୍ ପାଇଁ ଦାରୁକାଟି ପର୍ମେସରର୍ ଗଟେକ୍ ଜାଗାଇ ଗାଲାଇ । 4ତାର୍ପଚେ ତିନ୍ଦିନ୍ ଗାଲାପଚେ ଅବ୍ରାଆମ୍ ଦୁରିକେ ଅନି ସେ ଜାଗାକେ ଦେକ୍ଲା । 5ସେଡ୍କିବେଲେ ଅବ୍ରାମ୍ ସେ ଦାସ୍ ମନ୍କେ କଇଲା, ତମେ ଏ ଜାଗାଇ ଗଦ ସଙ୍ଗେ ରୁଆ, ମୁଇଁ ଆରି ପିଲା ଦୁଇଲକ୍ ସେ ଜାଗାଇ ଜାଇ ପାର୍ତନା କରି ସାର୍ଲା ପଚେ ତମର୍ ଲଗେ ବାଉଡି ଆଇବୁ ।
6ତାର୍ପଚେ ଅବ୍ରାମ୍ ଜଗିଅ କର୍ବା ଦାରୁ ଦାରି ନିଜର୍ ପିଲା ଇସାକର୍ କନ୍ଦେ ବୁଆଇ ଦେଇ ନିଜର୍ ଆତେ ଜଇ ଆରି କାଟ୍ରା ଦାରିକରି ଦୁଇଲକ୍ ମିସ୍ତେ ଗାଲାଇ । 7ଆରି ଇସାକ୍ ନିଜର୍ ବାବା ଅବ୍ରାଆମ୍କେ ଡାକି କଇଲା, ଏ ମର୍ ବାବା । ତେଇ ସେ ଉତର୍ ଦେଲା, ନୁନା, ଦେକ୍ ମୁଇଁ ଇତି ଆଚି, ସେଡ୍କିବେଲେ ସେ ପାଚାର୍ଲା, ଏଟା ଦେକ୍, ଜଇ ଆରି ଦାରୁ ଆଚେ, ମାତର୍ ଅମ୍ ପଡାଇବାକେ ମେଣ୍ଡାପିଲା କେନେ ?
8ତାର୍ପଚେ ଅବ୍ରାମ୍ କଇଲା, ନୁନା, ସମାନ୍ ବେଲାଇ ଅମ୍ କର୍ବାକେ ପର୍ମେସର୍ ମେଣ୍ଡାପିଲା ଜାଗାଇସି । ତେଇ ଦୁଇଲକ୍ ମିସ୍ତେ ବାରଇ ଗାଲାଇ ।
9ତାର୍ପଚେ ପର୍ମେସର୍ ବାଚି ରଇଲା ଜାଗାଇ କେଟ୍ଲା ପଚେ , ଅବ୍ରାମ୍ ସେ ଲଗେ ଗଟେକ୍ ଜଗିଅ କର୍ବା ବେଦି ତିଆର୍ କରି ତାର୍ ଉପ୍ରେ ଦାରୁ ରଚି ନିଜର୍ ପିଲା ଇସାକ୍କେ ବାନ୍ଦି ବେଦିର୍ ଦାରୁ ଉପ୍ରେ ସୁଆଇଲାଇ । 10ତାର୍ପଚେ ଅବ୍ରାଆମ୍ ଆତ୍ ଟେକି ପିଲାକେ ମାର୍ବାକେ କାଟ୍ରା ବେଟ୍ଲା । 11ସେଡ୍କିବେଲେ ଆକାସେ ଅନି ସବୁବେଲର୍ ମାପ୍ରୁର୍ ଦୁତ୍ ତାକେ ଡାକି କଇଲା, ଏ ଅବ୍ରାଆମ୍, ଏ ଅବ୍ରାଆମ୍, ତେଇ ସେ କଇଲା, ଦେକ୍ ମୁଇଁ ଇତିଆଚି ।
12ତାର୍ପଚେ ସେ କଇଲା, ତୁଇ ସେ ପିଲାର୍ ଉପ୍ରେ ଆତ୍ ଲାଗାଉ ନାଇଁ, ଆରି ତାକେ କାଇଟା କର୍ନାଇଁ, କାଇଟାକେ ବଇଲେ ପର୍ମେସରର୍ ଉପ୍ରେ ତମର୍ ଡର୍ ଆଚେ, ଏଟା ଏବେ ମୁଇ ଜାନ୍ଲି, କାଇକେ ବଇଲେ ତୁଇ ମକେ ନିଜର୍, ତର୍ ଗଟେକ୍ବଲି ପିଲାକେ ଦେବାକେ ନ ଦେଇ ବଲି ମନା କରୁସ୍ ନାଇ । 13ସେଡ୍କିବେଲେ ଅବ୍ରାଆମ୍ ଆଁକି ବୁଲାଇ ପଚ୍ବାଟେ ଦେକ୍ଲା ବୁଟାର୍ ମାଲେ ଗାଡ୍ରା ମେଣ୍ଡାର୍ ସିଙ୍ଗ୍ ଦାରାଅଇ ରଇବାଟା ଦେକ୍ଲା, ତାର୍ପଚେ ଅବ୍ରାଆମ୍ ଜାଇ ସେ ମେଣ୍ଡାକେ ଆନି ନିଜର୍ ପିଲାର୍ ବାଦୁଲେ ମେଣ୍ଡାକେ ଅମ୍ ଦେବାକେ ତାକେ ସର୍ପି ଦେଲା । 14ଆରି ଅବ୍ରାଆମ୍ ସେ ଜାଗାର୍ ନାଉଁ ଜିଅବାଜିରି#22:14 ସବୁବେଲର୍ମାପ୍ରୁ ଜାଗାଇସି ବଲିକରି ନାଉଁ ଦେଲା । ସେଟାର୍ ପାଇଁ ଆଜି ଏବେ ମିସା ଲକ୍ମନ୍ କଇଲାଇନି, ଡଙ୍ଗ୍ରେ ସବୁବେଲର୍ ମାପ୍ରୁ ଜାଗାଇସି ।
15ଆରି ସବୁବେଲର୍ ମାପ୍ରୁର୍ ଦୁତ୍ ଆରି ଗଟେକ୍ ତର୍ ଆକାସେ ଅନି ଅବ୍ରାଆମ୍କେ ଡାକି କରି କଇଲା, 16ସବୁବେଲର୍ ମାପ୍ରୁ କଇଲାନି, ତୁଇ ନିଜର୍ ଗଟେକ୍ ବଲି ପିଲାକେ ନ ଦେଇ ବଲିକରି ମନା କରୁସ୍ ନାଇ, 17ତର୍ ଏ କାମର୍ ପାଇଁ ବଲିକରି ଆମେ ନିଜର୍ ନାଉଁରେ ପର୍ମାନ୍ କରି କଇଲୁନି, ଆମେ ତମ୍କେ ଆରି ମିସା ଆସିର୍ବାଦ୍ କରି ଆକାସର୍ ତାରାମନ୍ ଆରି ସମ୍ଦୁରର୍ ବାଲି ପାରା ତମର୍ କୁଲ୍ ବେସି କର୍ବୁ, ତମର୍ କୁଲ୍ ସତ୍ରୁ ମନର୍ ନଅଁର୍କେ ଅଦିକାର୍ କର୍ବାକେ ଦେବୁ । 18ଆରି ପୁର୍ତିବିର୍ ସବୁ ଜାତି ତମର୍ କୁଲର୍ ପାଇଁ ଆସିର୍ବାଦ୍ ପାଇବାଇ, କାଇକେବଇଲେ ତମେ ଆମର୍ ବାକିଅକେ ପାଲନ୍ କଲାସ୍ନି। 19ତାର୍ପଚେ ଅବ୍ରାଆମ୍ ସେ ଦାସ୍ ମନର୍ ଲଗେ ଗାଲା, ଆରି ସେମନ୍ ଉଟି ସବୁ ଲକ୍ ବେର୍ସେବା ଲଗେ ଗାଲାଇ ଆରି ଅବ୍ରାମ୍ ବେର୍ସେବା ତେଇ ବାସା କଲା।
ନଅଁରର୍ ବଁସ୍
20ଏ ଗଟ୍ନା ଗଟ୍ଲା ପଚେ ଅବ୍ରାଆମ୍କେ ଏ କବର୍ କଇଲା, ସୁନ୍, ମିଲ୍କା ତମର୍ ବାଇ ମିସା ନାଅରର୍ ପାଇଁ ପିଲାଟକି ଜନମ୍ ଦେଲା ଆଚେ। 21ତାର୍ ବଡ୍ପିଲା ଉସ୍ ଆରି ତାର୍ ବାଇ ବୁସ୍ ଆରି ଅରାମର୍ ବାବା କମୁଏଲ, 22ଆରି କେସଦ୍ ଆରି ଅସ୍ ଆରି ପିଲଦସ୍ ଆରି ଜିଦ୍ଲପ୍ ଆରି ବତୁଏଲ । 23ସେ ବତୁଏଲର୍ ଟକି ରିବିକା । ଅବ୍ରାମର୍ ବାଇ ନାଅରର୍ ବାଇ ମିଲ୍କା ଏ ଆଟ୍ ଲକ୍କେ ଜନମ୍ ଦେଲା। 24ଆରି ନାଅଁରର୍ ରୁମା ନାଅଁର୍ ସାନ୍ଲି ମାଇଁଜିର୍ ତେଇ ଅନି ଟେବଅ ଆରି ଗଅମ୍ ଆରି ତଅସ୍ ଆରି ମାକା, ଏମନ୍ ଜାତ୍ ଅଇଲାଇ ।
Currently Selected:
ଆଦି 22: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025