YouVersion Logo
Search Icon

ରୋମୀୟ 11:5-6

ରୋମୀୟ 11:5-6 ODCLBSI

ବର୍ତ୍ତମାନ ଠିକ୍ ସେହିପରି ଘଟିଛି। ଈଶ୍ୱର ଅନୁଗ୍ରହ କରି ଯେଉଁମାନଙ୍କୁ ମନୋନୀତ କରିଥିଲେ, ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ଅବଶିଷ୍ଟ ଅଛନ୍ତି। ଈଶ୍ୱର ସେମାନଙ୍କୁ ମନୋନୀତ କରିଛନ୍ତି ନିଜ ଅନୁଗ୍ରହ ଯୋଗୁଁ। ଯଦି ସେମାନଙ୍କ ସତ୍କର୍ମ ଲାଗି ଈଶ୍ୱର ସେମାନଙ୍କୁ ମନୋନୀତ କରିଥାଆନ୍ତେ, ତାଙ୍କର ଅନୁଗ୍ରହ ପ୍ରକୃତ ଅନୁଗ୍ରହ ହୁଅନ୍ତା ନାହିଁ।

Free Reading Plans and Devotionals related to ରୋମୀୟ 11:5-6