YouVersion Logo
Search Icon

ରୋମୀୟ 1:26-28

ରୋମୀୟ 1:26-28 ODCLBSI

ସେମାନେ ଲଜ୍ଜାଜନକ ପାପ କାର୍ଯ୍ୟରେ ଲିପ୍ତ ରହିଥିବାରୁ ଈଶ୍ୱର ସେମାନଙ୍କୁ ଛାଡ଼ି ଦେଇଛନ୍ତି, ସେମାନଙ୍କ ସ୍ତ୍ରୀ ଲୋକମାନେ ସ୍ୱାଭାବିକ ଯୌନକ୍ରିୟା ପରିବର୍ତ୍ତେ ଅସ୍ୱାଭାବିକ କାର୍ଯ୍ୟ ସବୁ କରୁଛନ୍ତି ଓ ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀ ସଙ୍ଗରେ ତୃପ୍ତ ନ ରହି ପରସ୍ପର ପ୍ରତି କାମାନଳରେ ଦଗ୍‍ଧ ହେଉଛନ୍ତି। ପୁରୁଷମାନେ ପରସ୍ପର ସହିତ ଘୃଣ୍ୟ ଆଚରଣ କରୁଛନ୍ତି ଓ ଫଳରେ କୁକର୍ମ ପାଇଁ ଦଣ୍ଡନୀୟ ହେଉଛନ୍ତି। ଏହି ଲୋକମାନେ ଈଶ୍ୱରଙ୍କ ବିଷୟରେ ସଠିକ୍‍ ଧାରଣା ପୋଷଣ କରିବାକୁ ଅନିଚ୍ଛୁକ ଥିବାରୁ, ଈଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି ଓ ସେମାନେ କଳୁଷିତମନା ହୋଇ ମନୁଷ୍ୟୋଚିତ ଆଚରଣ କରୁ ନାହାନ୍ତି।