YouVersion Logo
Search Icon

ମାର୍କଲିଖିତ ସୁସମାଚାର 5:41

ମାର୍କଲିଖିତ ସୁସମାଚାର 5:41 ODCLBSI

ପିଲାଟିର ହାତ ଧରି ଯୀଶୁ କହିଲେ, “ତାଲିଥା କୁମ୍”, ଅର୍ଥାତ୍ “ଝିଅ, ମୁଁ କହୁଛି ଉଠ୍।”