YouVersion Logo
Search Icon

ଯୋହନ 16:22-23

ଯୋହନ 16:22-23 ODCLBSI

ତୁମ୍ଭମାନଙ୍କର ସେହି ଅବସ୍ଥା ଘଟିବ। ଏବେ ତୁମେ ଶୋକାତୁର, କିନ୍ତୁ ଶୀଘ୍ର ମୁଁ ଆଉ ଥରେ ତୁମକୁ ଦେଖିବି ଓ ସେତେବେଳେ ତୁମର ହୃଦୟ ଆନନ୍ଦରେ ଭରିଯିବ। ସେହି ଆନନ୍ଦ ତୁମଠାରୁ କେହି କାଢ଼ି ନେଇ ପାରିବ ନାହିଁ। “ସେଦିନ ଆସିଲେ, ମୋ’ଠାରୁ ତୁମ୍ଭମାନଙ୍କୁ ଆଉ କିଛି ମାଗିବାକୁ ପଡ଼ିବ ନାହିଁ। ସତ୍ୟ କହୁଛି, ମୋ’ ନାମରେ ପିତା ଈଶ୍ୱରଙ୍କୁ ଯାହା ମାଗିବ, ସେ ତାହା ଦେବେ।

Free Reading Plans and Devotionals related to ଯୋହନ 16:22-23