ଥେସଲନିକୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର ଉପକ୍ରମଣିକା
ଉପକ୍ରମଣିକା
ଥେସଲନିକୀୟ ମଣ୍ଡଳୀରେ ଖ୍ରୀଷ୍ଟଙ୍କ ପୁନରାଗମନ ସମ୍ପର୍କରେ କେତେକ ଭ୍ରାନ୍ତ ଧାରଣା ଲୋକମାନଙ୍କୁ ବିଚଳିତ କରୁଥିଲା। ଖ୍ରୀଷ୍ଟଙ୍କ ଆଗମନ ଅତି ସନ୍ନିକଟ ବୋଲି ବିଚାରି ସେମାନେ ଭୀତତ୍ରସ୍ତ ହୋଇ ରହିଥିଲେ। ଲୋକମାନଙ୍କର ଏହି ଧାରଣା ଦୂର କରିବା ପାଇଁ ପାଉଲ ଏ ପତ୍ରରେ ଦର୍ଶାଇ ଅଛନ୍ତି ଯେ, ଖ୍ରୀଷ୍ଟଙ୍କ ପୁନରାଗମନ ପୂର୍ବରୁ ଏକ ନରକଗାମୀ “ପାପାତ୍ମା” ଦେଖାଦେଇ ଈଶ୍ୱରଙ୍କ ବିରୁଦ୍ଧରେ ଅନ୍ତିମ ବିଦ୍ରୋହ ଘଟାଇବ। ସେତେବେଳେ ପାପ, ମନ୍ଦ ଓ ଅଧାର୍ମିକତା ଚରମ ସୀମାରେ ପହଞ୍ôଚବ।
ଏ ପତ୍ରରେ ପାଉଲ ତାଙ୍କର ପାଠକମାନଙ୍କୁ ସବୁ ଦୁଃଖ କ୍ଲେଶ ସତ୍ତେ୍ୱ ବିଶ୍ୱାସରେ ଦୃଢ଼ ରହିବାକୁ ଏବଂ ତାଙ୍କ ପରି ନିଜର ଜୀବିକା ଉପାର୍ଜ୍ଜନ ପାଇଁ କଠୋର ପରିଶ୍ରମ କରିବାକୁ, ସର୍ବଦା ସତ୍ କର୍ମରେ ନିୟୋଜିତ ରହିବାକୁ ପରାମର୍ଶ ଦେଇଛନ୍ତି।
ବିଷୟ ସୂଚୀ
ପୂର୍ବାଭାସ - ୧:୧-୨
ଧନ୍ୟବାଦ ଓ ପ୍ରଶଂସା - ୧:୩-୧୨
ଖ୍ରୀଷ୍ଟଙ୍କ ପୁନରାଗମନ ସମ୍ପର୍କରେ ଶିକ୍ଷା - ୨:୧-୧୭
ଖ୍ରୀଷ୍ଟୀୟ ଆଚରଣ କରିବାକୁ ପରାମର୍ଶ - ୩:୧-୧୫
ଉପସଂହାର - ୩:୧୬-୧୮
Currently Selected:
ଥେସଲନିକୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର ଉପକ୍ରମଣିକା: ODCLBSI
Highlight
Share
Copy
Want to have your highlights saved across all your devices? Sign up or sign in
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.

: