Bible App logo
Search Icon

ଯିରିମୀୟଙ୍କ ବିଳାପ 4:1

ଯିରିମୀୟଙ୍କ ବିଳାପ 4:1 ORYIRV

ହାୟ, ସୁବର୍ଣ୍ଣ କିପରି ମଳିନ ହୋଇଅଛି ! ଅତ୍ୟନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହୋଇଅଛି ! ପବିତ୍ର ସ୍ଥାନର ପ୍ରସ୍ତରସବୁ ପ୍ରତ୍ୟେକ ଦାଣ୍ଡର ମୁଣ୍ଡରେ ନିକ୍ଷିପ୍ତ ହୋଇଅଛି।

Video for ଯିରିମୀୟଙ୍କ ବିଳାପ 4:1