Bible App logo
Search Icon

ଯିରିମୀୟଙ୍କ ବିଳାପ 2:19

ଯିରିମୀୟଙ୍କ ବିଳାପ 2:19 ORYIRV

ଉଠ, ରାତ୍ରିରେ, ପ୍ରତ୍ୟେକ ପ୍ରହରର ଆରମ୍ଭରେ ଆର୍ତ୍ତସ୍ୱର କର; ପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳ ପରି ଢାଳିଦିଅ; ତୁମ୍ଭର ବାଳକ ବାଳିକାଗଣର ପ୍ରାଣରକ୍ଷାର୍ଥେ ତାହାଙ୍କ ଛାମୁରେ କୃତାଞ୍ଜଳି ହୁଅ, ସେମାନେ ପ୍ରତ୍ୟେକ ସଡ଼କର ମୁଣ୍ଡରେ କ୍ଷୁଧାରେ କ୍ଳାନ୍ତ ହେଉଅଛନ୍ତି।

Video for ଯିରିମୀୟଙ୍କ ବିଳାପ 2:19

Free Reading Plans and Devotionals related to ଯିରିମୀୟଙ୍କ ବିଳାପ 2:19