Bible App logo
Search Icon

ଯିରିମୀୟଙ୍କ ବିଳାପ 1:20

ଯିରିମୀୟଙ୍କ ବିଳାପ 1:20 ORYIRV

ହେ ସଦାପ୍ରଭୁ, ଦେଖ; କାରଣ ମୁଁ ବିପଦଗ୍ରସ୍ତା; ମୋହର ଅନ୍ତ୍ର ବ୍ୟଥିତ ହେଉଅଛି; ମୋର ହୃଦୟ ମୋ’ ଅନ୍ତରରେ ବିକାରପ୍ରାପ୍ତ ହେଉଅଛି; କାରଣ ମୁଁ ଅତ୍ୟନ୍ତ ବିଦ୍ରୋହାଚରଣ କରିଅଛି; ବାହାରେ ଖଡ୍ଗ ବଧ କରୁଅଛି, ଗୃହରେ ମୃତ୍ୟୁୁ ଥିଲା ପରି ହେଉଅଛି।

Video for ଯିରିମୀୟଙ୍କ ବିଳାପ 1:20

Free Reading Plans and Devotionals related to ଯିରିମୀୟଙ୍କ ବିଳାପ 1:20