YouVersion Logo
Search Icon

ମାର୍କ 13:24-25

ମାର୍କ 13:24-25 ODIAOV-BSI

ମାତ୍ର ସେହି ସମୟରେ ସେହି କ୍ଳେଶ ଉତ୍ତାରେ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି ନକ୍ଷତ୍ରମାଳା ଆକାଶରୁ ସ୍ଖଳିତ ହେବାକୁ ଲାଗିବେ ଓ ଆକାଶମଣ୍ତଳସ୍ଥ ଶକ୍ତି ସମୂହ ବିଚଳିତ ହେବେ।

Free Reading Plans and Devotionals related to ମାର୍କ 13:24-25