ଲେବୀୟ ପୁସ୍ତକ 2:13
ଲେବୀୟ ପୁସ୍ତକ 2:13 ODIAOV-BSI
ଆଉ ତୁମ୍ଭେ ଆପଣା ଭକ୍ଷ୍ୟ-ନୈବେଦ୍ୟର ପ୍ରତ୍ୟେକ ଦ୍ରବ୍ୟ ଲବଣାକ୍ତ କରିବ; କଦାପି ତୁମ୍ଭେ ଆପଣା ଭକ୍ଷ୍ୟ-ନୈବେଦ୍ୟକୁ ତୁମ୍ଭ ପରମେଶ୍ଵରଙ୍କ ନିୟମସୂଚକ ଲବଣରହିତ ହେବାକୁ ଦେବ ନାହିଁ; ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଉତ୍ସର୍ଗ କରିବ।