YouVersion Logo
Search Icon

ଲେବୀୟ ପୁସ୍ତକ 10:3

ଲେବୀୟ ପୁସ୍ତକ 10:3 ODIAOV-BSI

ତହୁଁ ମୋଶା ହାରୋଣଙ୍କୁ କହିଲେ, ସଦାପ୍ରଭୁ ଏହି କଥା କହିଲେ, ଯେଉଁମାନେ ଆମ୍ଭ ନିକଟକୁ ଆସନ୍ତି, ସେମାନଙ୍କ ମଧ୍ୟରେ ଆମ୍ଭେ ପବିତ୍ର ରୂପେ ମାନ୍ୟ ହେବା ଓ ସମସ୍ତ ଲୋକଙ୍କ ଅଗ୍ରତେ ଆମ୍ଭେ ଗୌରବାନ୍ଵିତ ହେବା। ତହିଁରେ ହାରୋଣ ମୌନ ହେଲେ।

Video for ଲେବୀୟ ପୁସ୍ତକ 10:3