YouVersion Logo
Search Icon

ଯୋହନ 2:7-8

ଯୋହନ 2:7-8 ODIAOV-BSI

ଯୀଶୁ ସେମାନଙ୍କୁ କହିଲେ, ଜାହାଲାଗୁଡ଼ିକ ପାଣିରେ ଭର୍ତ୍ତି କର। ସେଥିରେ ସେମାନେ ସେହିସବୁ ଫନ୍ଦ ପର୍ଯ୍ୟନ୍ତ ଭର୍ତ୍ତି କଲେ। ଆଉ, ସେ ସେମାନଙ୍କୁ କହିଲେ, ଏବେ କାଢ଼ି ନେଇ ଭୋଜର ଅଧ୍ୟକ୍ଷଙ୍କ ନିକଟକୁ ଘେନିଯାଅ। ସେଥିରେ ସେମାନେ ଘେନିଗଲେ।

Free Reading Plans and Devotionals related to ଯୋହନ 2:7-8