ଯିଶାଇୟ 51:12
ଯିଶାଇୟ 51:12 ODIAOV-BSI
ଯେ ତୁମ୍ଭମାନଙ୍କୁ ସାନ୍ତ୍ଵନା କରନ୍ତି, ସେ ଆମ୍ଭେ, ଆମ୍ଭେ ହିଁ ଅଟୁ; ମୃତ୍ୟୁର ଅଧୀନ ମନୁଷ୍ୟକୁ ଓ ଯେ ତୃଣ ତୁଲ୍ୟ କରାଯିବ, ଏପରି ମନୁଷ୍ୟ ସନ୍ତାନକୁ ଭୟ କରୁଅଛ,