ହବକ୍କୂକ 3:19
ହବକ୍କୂକ 3:19 ODIAOV-BSI
ପ୍ରଭୁ ସଦାପ୍ରଭୁ ମୋର ବଳସ୍ଵରୂପ ଓ ସେ ମୋର ଚରଣ ହରିଣୀର ଚରଣ ସଦୃଶ କରନ୍ତି, ପୁଣି ମୋର ଉଚ୍ଚସ୍ଥଳୀରେ ମୋତେ ଗମନ କରାଇବେ। ମୋର ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ।