ଆଦି ପୁସ୍ତକ 47:9
ଆଦି ପୁସ୍ତକ 47:9 ODIAOV-BSI
ଯାକୁବ ଫାରୋଙ୍କୁ କହିଲେ, ମୋହର ପ୍ରବାସ କାଳର ଦିନ ଶହେ ତିରିଶ ବର୍ଷ; ମୋʼ ପରମାୟୁର ଦିନ ଅଳ୍ପ ଓ ଆପଦଜନକ; ପୁଣି ମୋହର ପୂର୍ବପୁରୁଷମାନଙ୍କ ପ୍ରବାସକାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।