ଯାତ୍ରା ପୁସ୍ତକ 14:13
ଯାତ୍ରା ପୁସ୍ତକ 14:13 ODIAOV-BSI
ତହୁଁ ମୋଶା ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ଭୟ କର ନାହିଁ, ସୁସ୍ଥିର ହୁଅ; ସଦାପ୍ରଭୁ ଆଜି କିପ୍ରକାରେ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ତାହା ଦେଖ; ତୁମ୍ଭେମାନେ ଆଜି ଯେପରି ମିସ୍ରୀୟମାନଙ୍କୁ ଦେଖୁଅଛ, ସେପରି ଅନ; କାଳଯାଏ ଆଉ କେବେ ଦେଖିବ ନାହିଁ।





