ଯାତ୍ରା ପୁସ୍ତକ 13:17
ଯାତ୍ରା ପୁସ୍ତକ 13:17 ODIAOV-BSI
ଅନନ୍ତର ଫାରୋ ଲୋକମାନଙ୍କୁ ଛାଡ଼ି ଦିଅନ୍ତେ, ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବାର ପଥ ନିକଟ ହେଲେ ହେଁ ପରମେଶ୍ଵର ସେହି ପଥରେ ସେମାନଙ୍କୁ ଗମନ କରାଇଲେ ନାହିଁ; ଯେହେତୁ ପରମେଶ୍ଵର କହିଲେ, ଯୁଦ୍ଧ ଦେଖିଲେ ପଛେ ଲୋକମାନେ ଅନୁତାପ କରି ମିସରକୁ ଫେରିଯାଆନ୍ତି।





