ପ୍ରେରିତ 9:31
ପ୍ରେରିତ 9:31 ODIAOV-BSI
ଏହିପ୍ରକାରେ ସମୁଦାୟ ଯିହୁଦା ପ୍ରଦେଶ, ଗାଲିଲୀ ଓ ଶମିରୋଣର ମଣ୍ତଳୀ ନିଷ୍ଠା ପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ, ପୁଣି ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ।