YouVersion Logo
Search Icon

ପ୍ରେରିତ 24:25

ପ୍ରେରିତ 24:25 ODIAOV-BSI

କିନ୍ତୁ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ଫେଲୀକ୍‍ସ୍‍ ଭୀତ ହୋଇ ଉତ୍ତର ଦେଲେ, ବର୍ତ୍ତମାନ ତୁମ୍ଭେ ଯାଅ, ସୁବିଧା ସମୟ ପାଇଲେ ଆମ୍ଭେ ତୁମ୍ଭକୁ ଡକାଇବା।

Free Reading Plans and Devotionals related to ପ୍ରେରିତ 24:25