1
ମାଥିଉଲିଖିତ 1:21
ଓଡିଆ ସମସାମୟିକ ବାଇବଲ
OCB
ତାଙ୍କର ଏକ ପୁତ୍ର ଜନ୍ମ ହେବ ଏବଂ ତୁମେ ସେହି ପୁତ୍ରର ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ପାପରୁ ଉଦ୍ଧାର କରିବେ।”
Compare
Explore ମାଥିଉଲିଖିତ 1:21
2
ମାଥିଉଲିଖିତ 1:23
“ଜଣେ କୁମାରୀ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବେ ଓ ଲୋକେ ତାହାଙ୍କୁ ଇମ୍ମାନୁଏଲ୍ ବୋଲି ନାମିତ କରିବେ।” (ଏହାର ଅର୍ଥ “ଆମ ସହିତରେ ଈଶ୍ୱର”)।
Explore ମାଥିଉଲିଖିତ 1:23
3
ମାଥିଉଲିଖିତ 1:20
କିନ୍ତୁ ସେ ଏହି ବିଷୟ ଚିନ୍ତା କରୁଥିବା ବେଳେ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, “ହେ ଦାଉଦବଂଶଜ ଯୋସେଫ, ମରିୟମଙ୍କୁ ଭାର୍ଯ୍ୟା ରୂପେ ଘରକୁ ଆଣିବାକୁ ଭୟ କର ନାହିଁ, କାରଣ ପବିତ୍ରଆତ୍ମାଙ୍କ ଦ୍ଵାରା ସେ ଗର୍ଭବତୀ ହୋଇଅଛନ୍ତି।
Explore ମାଥିଉଲିଖିତ 1:20
4
ମାଥିଉଲିଖିତ 1:18-19
ଏହି ପ୍ରକାରେ ଯୀଶୁ ଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ: ତାହାଙ୍କ ମାତା ମରିୟମଙ୍କର ବିବାହନିର୍ବନ୍ଧ ଯୋସେଫଙ୍କ ସହିତ ହୋଇଥିଲା, କିନ୍ତୁ ସେମାନେ ମିଳିତ ହେବା ପୂର୍ବରୁ ମରିୟମ ଯେ ପବିତ୍ରଆତ୍ମାଙ୍କ ଦ୍ଵାରା ଗର୍ଭବତୀ ହୋଇଅଛନ୍ତି ଏହା ଜଣାଗଲା। ତାଙ୍କର ସ୍ୱାମୀ ଯୋସେଫ ଜଣେ ଧାର୍ମିକ ବ୍ୟକ୍ତି ହୋଇଥିବାରୁ ଏବଂ ମରିୟମଙ୍କୁ ପ୍ରକାଶ୍ୟରେ ଲଜ୍ଜା ଦେବାକୁ ଇଚ୍ଛା କରୁ ନ ଥିବାରୁ ଗୋପନରେ ତାଙ୍କୁ ପରିତ୍ୟାଗ କରିବାକୁ ମନସ୍ଥ କଲେ।
Explore ମାଥିଉଲିଖିତ 1:18-19