1
ଲୁକ୍ 9:23
Desiya Bible, 2025
Saa25
ସେଡ୍କିବେଲେ ଜିସୁ ସବୁଲକ୍କେ କଇଲା, “ତେବେ କେ ମିସା ମର୍ସଙ୍ଗ୍ ଆଇବାକେ ମନ୍ କର୍ସି, ସେ ନିଜର୍ ମନ୍କଲାଟା ସବୁ ଚାଡିଦେବାର୍ ଆଚେ, ଆରି ସବୁଦିନ୍ ତାର୍ ନିଜର୍ କୁର୍ସ ବଇ ମର୍ ସଙ୍ଗ୍ ଆସ ।
Compare
Explore ଲୁକ୍ 9:23
2
ଲୁକ୍ 9:24
କାଇକେବଇଲେ, ଜେ ନିଜର୍ ଜିବନ୍ ବଁଚାଇବାକେ ମନ୍ କର୍ସି, ସେ ସେଟା ଆରାଇସି । ମାତର୍ ଜେ ମର୍ପାଇବଲି ଜିବନ୍ ଆରାଇସି, ସେ ସେଟା ରକିଆ କର୍ସି ।
Explore ଲୁକ୍ 9:24
3
ଲୁକ୍ 9:62
ମାତର୍ ଜିସୁ ତାକେ କଇଲା, “ଜେ କସ୍ବାବେଲେ ନଙ୍ଗଲ୍ଦାରି ପଚେ ଦେକିଲାଗିରଇସି, ସେ ପର୍ମେସରର୍ ରାଇଜର୍ ସେବା କର୍ବାକେ ଅଦିକାର୍ ନ ପାଏ ।”
Explore ଲୁକ୍ 9:62
4
ଲୁକ୍ 9:25
ଆରି ଜଦି ଗଟେକ୍ ମୁନୁସ୍ ଗୁଲାଇ ଦୁନିଆ ଜିତିକରି ନିଜେ ବିନାସ୍ ଅଇସି, କି ଆରାଇସି, ତେବେ ତାର୍ କାଇ ଲାବ୍ ?
Explore ଲୁକ୍ 9:25
5
ଲୁକ୍ 9:26
ତେବେ କେ ମିସା ମର୍ପାଇ ଆରି ମର୍ ବାକିଅର୍ ଲାଜ୍ ଅଇସି, ଜେଡ୍କିବେଲେ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ନିଜର୍ ଆରି ବାବାର୍, ଆରି ସୁକଲ୍ ଦୁତ୍ମନର୍ ମଇମାସଙ୍ଗ୍ ବାଉଡି ଆଇବି, ସେଡ୍କିବେଲେ ତାର୍ ବିସଇ ନେଇ ଲାଜ୍ଅଇବି ।
Explore ଲୁକ୍ 9:26
6
ଲୁକ୍ 9:58
ଜିସୁ ତାକେ କଇଲା, “କକପାନ୍ଦିର୍ ପାଆର୍ ଆଚେ, ଚଡଇମନ୍କେ ଗୁଡା ଆଚେ, ମାତର୍ ମାପ୍ରୁ ପାଟାଇରଇବା ନର୍ପିଲା ମକେ ବସ୍ବାକେ ନିଜର୍ ଗର୍ ନାଇ ।”
Explore ଲୁକ୍ 9:58
7
ଲୁକ୍ 9:48
“କେ ମିସା ମର୍ ନାଉଁଦାରି ଏ ପିଲାକେ ନାମ୍ସି, ସେ ମକେ ନାମ୍ସି । ଜେ ମକେ ନାମ୍ସି, ସେ ମର୍ ପାଟାଇରଇବା ବାବାକେ ନାମ୍ସି । ସେଟାର୍ପାଇଁ ତମର୍ ବିତ୍ରେ ଜେ ସବୁର୍ ଟାନେଅନି ସାନ୍, ସେ ପର୍ମେସର୍ ତେଇ ମୁକିଅ ।”
Explore ଲୁକ୍ 9:48
Home
Bible
Plans
Videos