ସବୁ ଲକ୍ମନର୍ କାତା ଜାନ୍ବା ପରମେସର୍ ଆମ୍କେ ଜେନ୍ତି ସୁକଲ୍ ଆତ୍ମା ଦାନ୍ କଲା ଆଚେ, ସମାନ୍ ସେନ୍ତି ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନ୍କେ ମିସା ଦାନ୍ଦେଇ ସେମନ୍କେ ବାଚ୍ଲା ଆଚେ । ସେମନର୍ ଆରି ଆମର୍ ବିତ୍ରେ, ସେ କାଇମିସା ବଡ୍ସାନ୍ ଦେକେ ନାଇ । ସେମନ୍ ଜିସୁକେ ବିସ୍ବାସ୍ କଲାର୍ପାଇ, ସେ ସେମନ୍କେ ସୁକଲ୍ କଲାଆଚେ ।