ସେମଃନ୍ କାୟିଲା ହଃଚେ ଜିସୁ ସିମନ୍ ପିତର୍କେ ହଃଚାର୍ଲା, “ଏ ଜହନାର୍ ହୟିସି ସିମନ୍, ତୁୟ୍ କାୟି ମକ୍ ଇମଃନାର୍ ତଃୟ୍ହୁଣି ଅଃଦିକ୍ ଲାଡ୍ କଃରୁଲିସ୍ ?”
ସେ ତାକ୍ କୟ୍ଲା, “ହେଁ ମାପୁର୍, ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।”
ଜିସୁ ତାକ୍ କୟ୍ଲା, “ମର୍ ମେଣ୍ଡା ହିଲାମଃନ୍କେ ଚଃରାଉ ।” ଜିସୁ ଆରେକ୍ ଇତାର୍ ସଃଙ୍ଗ୍ ଦୁୟ୍ତର୍ ତାକ୍ ହଃଚାର୍ଲା, “ଏ ଜହନାର୍ ହୟିସି ସିମନ୍, ତୁୟ୍ କାୟି ମକ୍ ଲାଡ୍ କଃରୁଲିସ୍ ?”
ସିମନ୍ ତାକ୍ କୟ୍ଲା, “ହେଁ ମାପୁର୍, ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।”
ଜିସୁ ତାକ୍ କୟ୍ଲା, “ମର୍ ମେଣ୍ଡାମଃନାର୍ ଜଃତୁନ୍ କଃର୍ ।” ଜିସୁ ଇତାର୍ ସଃଙ୍ଗ୍ ତିନିତର୍ ତାକ୍ ହଃଚାର୍ଲା, “ଏ ଜହନାର୍ ହୟିସି ସିମନ୍, ତୁୟ୍ କାୟି ମକ୍ ଲାଡ୍ କଃରୁଲିସ୍ ?” ତୁୟ୍ କାୟି ମକ୍ ଲାଡ୍ କଃରୁଲିସ୍ ? ଇରି କୟ୍ ସେ ତିନିତର୍ ପିତର୍କେ ହଃଚାର୍ଲାକ୍ ପିତର୍ ଦୁକ୍ ଅୟି ତାକ୍ କୟ୍ଲା, “ମାପୁର୍, ତୁୟ୍ ସଃବୁ କଃତା ଜାଣି ଆଚ୍ସି; ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।”
ଜିସୁ ତାକ୍ କୟ୍ଲା, “ମର୍ ମେଣ୍ଡାମଃନ୍କେ ଚଃରାଉ ।