ଅଃମିମଃନ୍ ଜେ ନିଜାର୍ ତଃୟ୍ହୁଣି କାୟିରି ନଃଜାଣ୍ତା ଆସ୍ତି ବାର୍ କଃରୁକେ ଜୟ୍ଗ୍, ଇବାନ୍ୟା ନାୟ୍, ମଃତର୍ ଅଃମିମଃନାର୍ ଜୟ୍ଗ୍ ଇସ୍ୱର୍ ତଃୟ୍ହୁଣି । ନଃଉଆଁ ନିଅମ୍କେ ବିନ୍ ଲକାର୍ ତଃୟ୍ ପର୍ଚାର୍ କଃରୁକେ ସେ ଅଃମିକ୍ ବଃଣ୍ଡାର୍ଗଃରିଆ କଃରିଆଚେ, ଇତି ଲେକ୍ଲା ନିଅମ୍ ନୟ୍, ମଃତର୍ ଆତ୍ମାର୍ । କାୟିତାକ୍ବଃଲେକ୍ ଲେକ୍ଲା ନିୟମ୍ ଦେତାର୍, ମଃତର୍ ଆତ୍ମା ଜିବନ୍ ଦେତାର୍ ।