ଅୟିଲେକ୍ ହେଁ ଅଃମାର୍ ଗଟେକ୍ ହଃକା ଇସ୍ୱର୍, ବଃଲେକ୍ ଜୁୟି ଉବାର୍ ତଃୟ୍ ହୁଣି ସଃବୁକଃତା ଉବ୍ଜି ଆଚେ, ଆର୍ ଅଃମିମଃନ୍ ତାର୍ ଗିନେ ବଚିଆଚୁ, ଆର୍ ଗଟେକ୍ ବଃଲି ମାପୁର୍, ବଃଲେକ୍ ଜିସୁ କ୍ରିସ୍ଟ, ତାର୍ତଃୟ୍ହୁଣି ସଃବୁ କଃତା ଉବ୍ଜି ଆଚେ, ଆର୍ ତାର୍ତଃୟ୍ହୁଣି ଅଃମିମଃନ୍ ବାଚି ଆଚୁ ।