1
ଯିରିମୀୟଙ୍କ ବିଳାପ 5:21
ଓଡିଆ ବାଇବେଲ
ORYIRV
ହେ ସଦାପ୍ରଭୁ, ତୁମ୍ଭ ପ୍ରତି ଆମ୍ଭମାନଙ୍କୁ ଫେରାଅ, ତହିଁରେ ଆମ୍ଭେମାନେ ଫେରି ଆସିବା; ପୂର୍ବ କାଳ ପରି ନୂତନ ସମୟ ଆମ୍ଭମାନଙ୍କୁ ଦିଅ।
Compare
Explore ଯିରିମୀୟଙ୍କ ବିଳାପ 5:21
2
ଯିରିମୀୟଙ୍କ ବିଳାପ 5:19
ହେ ସଦାପ୍ରଭୁ, ତୁମ୍ଭେ ନିତ୍ୟସ୍ଥାୟୀ ତୁମ୍ଭ ସିଂହାସନ ପୁରୁଷାନୁକ୍ରମେ ଥାଏ।
Explore ଯିରିମୀୟଙ୍କ ବିଳାପ 5:19