1
ଯିରିମୀୟଙ୍କ ବିଳାପ 3:22-23
ଓଡିଆ ବାଇବେଲ
ORYIRV
ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇ ନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସେହିସବୁ ପ୍ରତି ପ୍ରଭାତରେ ନୂତନ ହୋଇଥାଏ; ଓ ତୁମ୍ଭର ବିଶ୍ୱସ୍ତତା ମହତ୍ ଅଟେ।
Compare
Explore ଯିରିମୀୟଙ୍କ ବିଳାପ 3:22-23
2
ଯିରିମୀୟଙ୍କ ବିଳାପ 3:24
ମୋର ପ୍ରାଣ କୁହେ, ସଦାପ୍ରଭୁ ମୋହର ବାଣ୍ଟସ୍ୱରୂପ; ଏଥିପାଇଁ ମୁଁ ତାହାଙ୍କଠାରେ ଭରସା ରଖିବି।
Explore ଯିରିମୀୟଙ୍କ ବିଳାପ 3:24
3
ଯିରିମୀୟଙ୍କ ବିଳାପ 3:25
ଯେଉଁମାନେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରନ୍ତି, ଯେଉଁ ପ୍ରାଣ ତାହାଙ୍କର ଅନ୍ୱେଷଣ କରେ, ତାହା ପ୍ରତି ସେ ମଙ୍ଗଳମୟ ଅଟନ୍ତି।
Explore ଯିରିମୀୟଙ୍କ ବିଳାପ 3:25
4
ଯିରିମୀୟଙ୍କ ବିଳାପ 3:40
ଆମ୍ଭେମାନେ ଆପଣା ଆପଣା ପଥ ଅନୁସନ୍ଧାନ ଓ ପରୀକ୍ଷା କରୁ, ପୁଣି ସଦାପ୍ରଭୁଙ୍କ ପ୍ରତି ଫେରୁ।
Explore ଯିରିମୀୟଙ୍କ ବିଳାପ 3:40
5
ଯିରିମୀୟଙ୍କ ବିଳାପ 3:57
ଯେଉଁ ଦିନ ମୁଁ ତୁମ୍ଭ ଛାମୁରେ ପ୍ରାର୍ଥନା କଲି, ସେଦିନ ତୁମ୍ଭେ ନିକଟବର୍ତ୍ତୀ ହେଲ; ତୁମ୍ଭେ କହିଲ, ଭୟ କର ନାହିଁ।
Explore ଯିରିମୀୟଙ୍କ ବିଳାପ 3:57