1
ଯାତ୍ରା ପୁସ୍ତକ 22:22-23
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ତୁମ୍ଭେମାନେ କୌଣସି ବିଧବା କି ପିତୃହୀନ ସନ୍ତାନକୁ କ୍ଲେଶ ଦେବ ନାହିଁ। ତୁମ୍ଭେ ସେମାନଙ୍କୁ କୌଣସି ପ୍ରକାରେ କ୍ଲେଶ ଦେଲେ, ସେମାନେ ଯେବେ ଆମ୍ଭ ନିକଟରେ ଖାଲି ଡାକ ପକାଇବେ, ତେବେ ଆମ୍ଭେ ଅବଶ୍ୟ ସେମାନଙ୍କର ଡାକ ଶୁଣିବା।
Compare
Explore ଯାତ୍ରା ପୁସ୍ତକ 22:22-23
2
ଯାତ୍ରା ପୁସ୍ତକ 22:21
ତୁମ୍ଭେ ବିଦେଶୀ ପ୍ରତି ଅନ୍ୟାୟ ଓ ତାହା ପ୍ରତି ଉପଦ୍ରବ କରିବ ନାହିଁ, ଯେହେତୁ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ।
Explore ଯାତ୍ରା ପୁସ୍ତକ 22:21
3
ଯାତ୍ରା ପୁସ୍ତକ 22:18
ତୁମ୍ଭେ ମାୟାବିନୀକି ଜୀବିତା ରଖିବ ନାହିଁ।
Explore ଯାତ୍ରା ପୁସ୍ତକ 22:18
4
ଯାତ୍ରା ପୁସ୍ତକ 22:25
ତୁମ୍ଭେ ଯେବେ ଆମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭର ପ୍ରତିବାସୀ କୌଣସି ଦରିଦ୍ର ଲୋକକୁ ଋଣ ଦିଅ, ତେବେ ତାହା ପ୍ରତି ମହାଜନ ତୁଲ୍ୟ ହେବ ନାହିଁ ଓ ତାହାଠାରୁ ସୁଧ ନେବ ନାହିଁ।
Explore ଯାତ୍ରା ପୁସ୍ତକ 22:25
Home
Bible
Plans
Videos