1
ପ୍ରେରିତ 19:6
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ, ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ପୁଣି ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ।
Compare
Explore ପ୍ରେରିତ 19:6
2
ପ୍ରେରିତ 19:11-12
ପୁଣି, ଈଶ୍ଵର ପାଉଲଙ୍କ ହସ୍ତ ଦ୍ଵାରା ଅସାମାନ୍ୟ ଶକ୍ତିର କାର୍ଯ୍ୟ ସାଧନ କରୁଥିଲେ, ଏପରିକି ତାଙ୍କ ଦେହରୁ ରୁମାଲ କିମ୍ଵା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ, ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ଦୁଷ୍ଟ ଆତ୍ମାଗୁଡ଼ାକ ବାହାରି ଯାଉଥିଲେ।
Explore ପ୍ରେରିତ 19:11-12
3
ପ୍ରେରିତ 19:15
ସେଥିରେ ଦୁଷ୍ଟ ଆତ୍ମା ସେମାନଙ୍କୁ ଉତ୍ତର ଦେଲା, ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଚିହ୍ନୁ; ମାତ୍ର ତୁମ୍ଭେମାନେ କିଏ?
Explore ପ୍ରେରିତ 19:15