1
ମାଥିଉଲିଖିତ ସୁସମାଚାର 19:26
ପବିତ୍ର ବାଇବଲ (CL) NT (BSI)
ODCLBSI
ଯୀଶୁ ସେମାନଙ୍କ ଆଡ଼େ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, “ମନୁଷ୍ୟ ପକ୍ଷରେ ଏହା ଅସମ୍ଭବ ହୋଇପାରେ, କିନ୍ତୁ ଈଶ୍ୱରଙ୍କ ପକ୍ଷରେ ସବୁକିଛି ସମ୍ଭବ।”
Համեմատել
Ուսումնասիրեք ମାଥିଉଲିଖିତ ସୁସମାଚାର 19:26
2
ମାଥିଉଲିଖିତ ସୁସମାଚାର 19:6
ସେମାନେ ଆଉ ପୃଥକ୍ ନୁହଁନ୍ତି, ସେମାନେ ଅଭିନ୍ନ। ଯେଉଁମାନଙ୍କୁ ଈଶ୍ୱର ସଂଯୁକ୍ତ କରିଛନ୍ତି, ମନୁଷ୍ୟ ସେମାନଙ୍କୁ ବିଚ୍ଛିନ୍ନ କରିବା ଅନୁଚିତ।”
Ուսումնասիրեք ମାଥିଉଲିଖିତ ସୁସମାଚାର 19:6
3
ମାଥିଉଲିଖିତ ସୁସମାଚାର 19:4-5
ଯୀଶୁ ଉତ୍ତର ଦେଲେ, “ଶାସ୍ତ୍ରରେ ପଢ଼ିନାହଁ କି, ଆଦ୍ୟରେ ସୃଷ୍ଟିକର୍ତ୍ତା ମନୁଷ୍ୟକୁ ନର ଓ ନାରୀ ରୂପେ ସୃଷ୍ଟି କରିଥିଲେ? ସେତେବେଳେ ଈଶ୍ୱର କହିଥିଲେ, “ଏଥିପାଇଁ ପୁରୁଷ ତା’ ପିତାମାତାଠାରୁ ବିଚ୍ଛିନ୍ନ ହୋଇ ତାହାର ସ୍ତ୍ରୀ ସହିତ ସଂଯୁକ୍ତ ହେବ ଏବଂ ସେମାନେ ଉଭୟେ ଏକ ହେବେ।
Ուսումնասիրեք ମାଥିଉଲିଖିତ ସୁସମାଚାର 19:4-5
4
ମାଥିଉଲିଖିତ ସୁସମାଚାର 19:14
କିନ୍ତୁ ଯୀଶୁ କହିଲେ, “ଶିଶୁମାନଙ୍କୁ ମୋ’ ପାଖକୁ ଆସିବାକୁ ଦିଅ। ସେମାନଙ୍କୁ ବାଧା ଦିଅ ନାହିଁ। କାରଣ ଏମାନେ ସ୍ୱର୍ଗରାଜ୍ୟର ଅଧିକାରୀ।”
Ուսումնասիրեք ମାଥିଉଲିଖିତ ସୁସମାଚାର 19:14
5
ମାଥିଉଲିଖିତ ସୁସମାଚାର 19:30
“ବର୍ତ୍ତମାନ ଯେଉଁମାନେ ଆଗରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ପଛରେ ପଡ଼ିଯିବେ ଏବଂ ଯେଉଁମାନେ ପଛରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ଆଗକୁ ଚାଲିଯିବେ।
Ուսումնասիրեք ମାଥିଉଲିଖିତ ସୁସମାଚାର 19:30
6
ମାଥିଉଲିଖିତ ସୁସମାଚାର 19:29
ଯେଉଁମାନେ ମୋ’ ଲାଗି ନିଜର ଘର, ଭାଇ ଭଉଣୀ, ବାପା, ମାଆ, ସନ୍ତାନସନ୍ତତି ବା ଜମିବାଡ଼ି ଛାଡ଼ିଛନ୍ତି, ସେମାନେ ତାହାର ଶହେଗୁଣ ପାଇବେ; ପୁଣି ଅନନ୍ତ ଜୀବନ ମଧ୍ୟ ଲାଭ କରିବେ।
Ուսումնասիրեք ମାଥିଉଲିଖିତ ସୁସମାଚାର 19:29
7
ମାଥିଉଲିଖିତ ସୁସମାଚାର 19:21
ଯୀଶୁ ତାକୁ ଉତ୍ତର ଦେଲେ, “ଯଦି ତୁମେ ସିଦ୍ଧ ହେବାକୁ ଚାହଁ, ଯାଅ, ତୁମର ସବୁ ସମ୍ପତ୍ତି ବିକି ଦେଇ ସେହି ଟଙ୍କା ଗରିବମାନଙ୍କୁ ଦାନ କରିଦିଅ। ତା’ହେଲେ ତୁମେ ସ୍ୱର୍ଗରେ ଧନ ଲାଭ କରିବ। ଏସବୁ କରିସାରି ମୋ’ ପଛେ ପଛେ ଆସ।”
Ուսումնասիրեք ମାଥିଉଲିଖିତ ସୁସମାଚାର 19:21
8
ମାଥିଉଲିଖିତ ସୁସମାଚାର 19:17
ଯୀଶୁ ଉତ୍ତର ଦେଲେ, “ସତ୍କର୍ମ ବିଷୟରେ ମୋତେ କାହିଁକି ପଚାରୁଛ? ଈଶ୍ୱର ହିଁ ସତ୍। ତାଙ୍କର ଆଜ୍ଞା ସବୁ ପାଳନ କଲେ, ଅନନ୍ତ ଜୀବନ ଲାଭ କରିପାରିବ।”
Ուսումնասիրեք ମାଥିଉଲିଖିତ ସୁସମାଚାର 19:17
9
ମାଥିଉଲିଖିତ ସୁସମାଚାର 19:24
ପୁନର୍ବାର କହି ରଖୁଛି, ସୂଚୀ ରନ୍ଧ୍ରଦେଇ ଓଟ ପ୍ରବେଶ କରିବା ଅପେକ୍ଷା ଧନୀ ଲୋକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ଅଧିକ କଠିନ।”
Ուսումնասիրեք ମାଥିଉଲିଖିତ ସୁସମାଚାର 19:24
10
ମାଥିଉଲିଖିତ ସୁସମାଚାର 19:9
“ସୁତରାଂ ମୁଁ ତୁମକୁ କହୁଛି ଯେ, କେହି ତା’ ସ୍ତ୍ରୀକୁ ବ୍ୟଭିଚାର ଅପରାଧ ଛଡ଼ା ଅନ୍ୟ କୌଣସି କାରଣରୁ ଛାଡ଼ପତ୍ର ଦେଇ ଅନ୍ୟ ସ୍ତ୍ରୀକୁ ବିବାହ କରେ, ସେ ନିଜେ ବ୍ୟଭିଚାରୀ ହେବ।”
Ուսումնասիրեք ମାଥିଉଲିଖିତ ସୁସମାଚାର 19:9
11
ମାଥିଉଲିଖିତ ସୁସମାଚାର 19:23
ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି, ଧନୀ ଲୋକମାନଙ୍କ ପକ୍ଷରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ବଡ଼ କଷ୍ଟକର।
Ուսումնասիրեք ମାଥିଉଲିଖିତ ସୁସମାଚାର 19:23