ମାତିଉ 22
22
ବିବା ବଜିର୍ କାତା
(ଲୁକ୍ ୧୪:୧୫-୨୪)
1ଜିସୁ ଆରିତରେକ୍ ଉଦାଅରଣ୍ ଦେଇ ଲକ୍ମନ୍କେ ସିକିଆ ଦେଲା । 2ପର୍ମେସରର୍ ସରଗ୍ ରାଇଜ୍ ଏନ୍ତାରି । ତରେକ୍ ଗଟେକ୍ ରାଜା ତାର୍ ପିଲାର୍ପାଇ ବଜି କରାଇଲା । 3ଜନ୍ ଲକ୍ମନ୍କେ ବିବା ବଜିଟାନେ କବର୍ ଦେଇରଇଲା, ସେମନ୍କେ ଡାକିଆନ୍ବାକେ ଦାଙ୍ଗ୍ଡାମନ୍କେ ପାଟାଇଲା । ମାତର୍ ସେମନ୍ ନିଚ୍ଲାଇ । 4ବିବାଟାନେ ଗାଗଡ୍ ଚେଲିମନ୍କେ ମାରି ବଜି ଅଇଲା ଆଚେ । ଦାପ୍ରେ ଆସା ବଲି ରାଜା ଆରି ତରେକ୍ ବିନ୍ ଦାଙ୍ଗ୍ଡାମନ୍କେ କଇପାଟାଇଲା । 5ମାତର୍ କବର୍ ପାଇରଇଲା ଲକ୍ମନ୍ ଏ କାତା ନ ମାନିକରି ନିଜର୍ ନିଜର୍ ପାଇଟି କର୍ବାର୍ ଦାର୍ଲାଇ । କେତେ ଲକ୍ ବାରଇକରି ପଦାଇ ଉଟିଗାଲାଇ । ଆରି କେତେକ୍ ଲକ୍ ତାକର୍ ଦୁକାନେ ଉଟିଗାଲାଇ । 6ଆରି କେତେ ଲକ୍ ରାଜାର୍ ଦାଙ୍ଗ୍ଡାମନ୍କେ ଦାରି ମାରି ମରାଇଲାଇ । 7ରାଜା ରିସାଅଇଜାଇ କରି ସଇନମନ୍କେ ପାଟାଇଲା । ସଇନମନ୍ ଜାଇକରି ସେ ମାରୁମନ୍କେ ମରାଇ ପାକାଇଲାଇ ଆରି ସେମନ୍ ରଇଲା ସଅର୍ ପଡାଇ ପାକାଇଲାଇ । 8ତାର୍ ପଚେ ରାଜା ଗତିଦାଙ୍ଗ୍ଡାମନ୍କେ ଡାକି କଇଲା, ବିବା ବଜିର୍ ରାନ୍ଦାବାଡା ସାର୍ଲାବେ ମାତର୍ ମୁଇ କବର୍ ଦେଇରଇଲା ଲକ୍ମନ୍ ଏ ବଜି କାଇବାକେ ବାଗ୍ ନାଇ ।
9ଏବେ ତମେ ଜାଇକରି ଗାଉଁପାଲିର୍ ଗୁଡା ଆରି ପୁଟ୍ମନ୍କେ, ଜେତ୍କି ଲକ୍କେ ବେଟ୍ ଅଇସା ସେ ସବୁ ଲକ୍ମନ୍କେ ଆମର୍ ବଜିଟାନେ ଡାକିଆନା । 10ତେବେ ଦାଙ୍ଗ୍ଡାମନ୍ ଲଗର୍ ପାକର୍ ଗାଉଁମନ୍କେ ବୁଲି ନିକ ଲକ୍ ଅଅତ୍ କି ବାନିଆ ଲକ୍ ଅଅତ୍ ଜେତ୍କି ଲକ୍କେ ବେଟ୍ ଅଇଲାଇ, ସବୁକେ ଡାକି ଆନ୍ଲାଇ । ଆରି ବିବା ଗରେ ଲକ୍ମନ୍ ମାଣ୍ଡାଚୁଣ୍ଡା ଅଇଗାଲାଇ ।
11ପଚେ ରାଜା ଡାକାଇଲା ଲକ୍ମନ୍କେ ଦେକ୍ବାର୍ ଆଇଲା । ସେ ଲକ୍ମନର୍ ବିତ୍ରେ ଅନି ଗଟେକ୍ ଲକ୍ ତିଆର୍ପିଆର୍ ନ ଅଇକରି ନିକଟା ପିନ୍ଦି ନ ଆସିରଇଲାଟା ରାଜା ଦେକ୍ଲା । 12ରାଜା ତାର୍ ଲଗେ ଜାଇ ପାଚାର୍ଲା, “ମଇତର୍, ତୁଇ ତିଆର୍ ପିଆର୍ ନ ଅଇତେ କେନ୍ତି ଏ ବଜିଟାନେ ଆଇଲୁସ୍” ସେ ଲକ୍ ଚିମ୍ରା ଅଇଦେଲା । 13#ମାତିଉ ୮:୧୨;୨୫:୩୦; ଲୁକ୍ ୧୩:୨୮ରାଜା ଦାଙ୍ଗ୍ଡାମନ୍କେ କଇଲା, “ତାର୍ ଆତ୍ ଗଡ୍ ବାନ୍ଦି ବାଇରେ ନେଇ ଆନ୍ଦାରେ ପିଙ୍ଗିଦିଆସ୍ । ତେଇ ସେ ଦାଁତ୍ମୁଣ୍ଡ୍ କାତ୍ରିଅଇ କାନ୍ଦି କାନ୍ଦି ରଅ ।”
14ଜିସୁ କାତାନି କଇସାରାଇ କଇଲା, ବେସି ଲକ୍କେ ଡାକ୍ବାଇ, ମାତର୍ ଉନାଲକ୍କେ ବାଚ୍ବାଇ ।
ସିସ୍ତୁ ବାନ୍ଦ୍ବାକେ ପାଚାର୍ବାଟା
(ମାର୍କ ୧୨:୧୮-୨୭; ଲୁକ୍ ୨୦:୨୭-୪୦)
15କେତେଟା ପାରୁସିମନ୍ ଜାଇକରି ଜିସୁକେ ପର୍ସନ୍ ପାଚାରି ପାନ୍ଦେ ପାକାଉଁ ବଲି ବାବ୍ଲାଇ । 16ସେମନ୍ ତାକର୍ କେତେଟା ସିସ୍ମନ୍କେ ଆରି ଏରଦର୍ ଦଲେଅନି କେତେଟା ଲକ୍ମନ୍କେ ଜିସୁର୍ ଲଗେ ପାଟାଇଲାଇ । ଏମନ୍ ଆସି ଜିସୁକେ ପାଚାର୍ଲାଇ, “ଗୁରୁ, ତମେ ସତ୍ କଇସା ଆରି ପର୍ମେସରର୍ ସତ୍ ବିସଇ ସିକିଆ ଦେବାଟା ଆମେ ଜାନୁ । ତମେ ମୁନୁସ୍ମନର୍ ମର୍ଜିତାକେ କାତୁର୍ କରାସ୍ ନାଇ । ଲକ୍ମନ୍ କାଇ ବଲି ବାବ୍ବାଇ ବଲି ଚିନ୍ତା କରାସ୍ ନାଇ । 17ତେବେ କଇଦେକା ପନି, ଏ ବିସଇ ତମେ କାଇବଲି କଇଲାସ୍ନି ? ରମିୟ ସର୍କାର୍କେ ସିସ୍ତୁ ଦେବାଟା ଆମର୍ ଦରମ୍ ସାସ୍ତରର୍ ଇସାବେ ଟିକ୍ କି ନାଇ ?”
18ମାତର୍ ଜିସୁ ସେମନର୍ କୁଟ୍କାତା ଜାନି କରି କଇଲା, “ଏ କୁଟିଆଲ୍ମନ୍, କାଇକେ ମକେ ପାନ୍ଦେ ପାକାଇବାକେ ଚେସ୍ଟା କଲାସ୍ନି ? 19ଜନ୍ ଅଦ୍ଲି ଡାବୁ ସିସ୍ତୁ ଦେଲାସ୍ନି, ତେଇଅନି ଗଟେକ୍ ଆନିକରି ମକେ ଦେକାଆ ।” ସେମନ୍ ଗଟେକ୍ ଅଦ୍ଲି ଆନି ତାକେ ଦେଲାଇ ।
20ଜିସୁ ସେମନ୍କେ ପାଚାର୍ଲା “ଏ ଅଦ୍ଲି ଡାବୁଟାନେ କାର୍ ମୁଉ ଆରି ନାଉଁ ଆଚେ ?”
21ସେମନ୍ କଇଲାଇ, “ରମିୟ ରାଜାର୍ ମୁଉ ଆରି ନାଉଁ ଆଚେ ।” ଜିସୁ ସେମନ୍କେ କଇଲା, “ତେବେ ଜନ୍ଟା ରମିୟ ରାଜାର୍ଟା, ସେଟା ତାକେ ଦିଆସ୍ ଆରି ଜନ୍ଟା ପରମେସରର୍ଟା, ସେଟା ପରମେସର୍କେ ଦିଆସ୍ ।”
22ଏ କାତା ସୁନି ସେମନ୍ କାବାଅଇଗାଲାଇ ଆରି ତେଇଅନି ଉଟିଗାଲାଇ ।
ମରିକରି ଉଟ୍ବା ବିସଇନେଇ ପର୍ସନ୍
(ମାର୍କ ୧୨:୧୮-୨୭; ଲୁକ୍ ୨୦:୨୭-୪୦)
23 #
ପେରିତ୍ ୨୩:୮
ସେ ଦିନେ ସାଦୁକି ଦଲର୍ କେତେ ଲକ୍ ଜିସୁର୍ ଲଗେ ଆଇଲାଇ । ସାଦୁକିମନ୍ ମରିଗାଲେ ଆରି ତରେକ୍ ଉଟି ନଏଁ ବଲି ବିସ୍ବାସ୍ କର୍ତେ ରଇଲାଇ । 24ସେମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ଜଦି ଗଟେକ୍ ଲକ୍ ପିଲାଟକି ନ ଅଇତେ ମରିଜାଇସି, ତେବେ ମରିଜାଉର୍ ବାଇ ସେ ରାଣ୍ଡି ମାଇଜିକେ ସଙ୍ଗଇସି । ଆରି ତାକର୍ ଟାନେଅନି ଅଇଲା ପିଲାଜିଲା ସେ ମଲା ଲକର୍ପାଇ ଅଇସି ବଲି ମସା ନିୟମ୍ କଲା ଆଚେ । 25ଗଟେକ୍ କାତା ସୁନା । ଇତି ଆମର୍ ବିତ୍ରେ ସାତ୍ବାଇ ରଇଲାଇ । ବଡ୍ ବାଇ ପିଲାଜିଲା ନ ଅଇତେ ମରିଗାଲାଜେ ତାର୍ ପିଟିର୍ ବାଇ ତାର୍ ବଉକେ ସଙ୍ଗଇଲା । 26ମାତର୍ ବଡ୍ମଜିଆ, ମଜିଆ, ସାନ୍ମଜିଆ ଏନ୍ତି ଅଇକରି ସାରାସାରି ସାନର୍ ଦସା ମିସା ଏନ୍ତି ଅଇଲା । 27ସାରାସାରି ପଚେ ସେ ମାଇଜି ମିସା ମରିଗାଲା । 28ଜେବେ ମଲା ଲକ୍ମନର୍ ଉଟ୍ବା ଦିନ୍ ଆଇସି, ତେବେ ଏ ମାଇଜି କାର୍ ମାଇଜି ଅଇସି ? ସବୁ ଲକ୍ସେ ତାକେ ସଙ୍ଗଇ ରଇଲାଇ ।”
29ଜିସୁ ସେମନ୍କେ କଇଲା, “ତମେ କେତେକ୍ ବୁଲ୍ ବିସଇ ବାବ୍ବା ଲକ୍ମନ୍ ! ଦରମ୍ ସାସ୍ତରେ ପର୍ମେସରର୍ ବପୁ ବିସଇ ସମାନ୍ ଇସାବେ ଚିନ୍ତା କରାସ୍ ନାଇଜେ, ତମେ ଏ କାତା ପାଚାର୍ଲାସ୍ନି ।” 30ମରିକରି ଉଟ୍ଲା ପଚେ, ମଲା ଲକ୍ମନ୍ ସରଗର୍ ଦୁତ୍ମନର୍ ପାରା ଅଇଜିବାଇ । ସେମନ୍ ଆରି ବିବା ନ ଅଅତ୍ କି ନ କରତ୍ । 31ମଲା ଲକ୍ମନ୍ ଆରି ତରେକ୍ ଉଟ୍ବା ବିସଇ, ପରମେସର୍ ଜନ୍ଟା କଇଲା ଆଚେ, ତମେ କାଇ ସାସ୍ତରେ କେବେ ପଡାସ୍ ନାଇ କି ? 32ପର୍ମେସର୍ କଇଲା ଆଚେ “ଆମେ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ମାପ୍ରୁ ।”
“ପର୍ମେସର୍ ତା ଜିବନ୍ ରଇଲା ଲକ୍ମନର୍ ମାପ୍ରୁ, ମଲା ଲକ୍ମନର୍ ଅଇନାପାରେ ।”
33ଲକ୍ମନ୍ ଜିସୁର୍ ସିକାଇବାଟା ସୁନିକରି କାବାଅଇଗାଲାଇ ।
ମୁକିଅ ଆଦେସ୍
(ମାର୍କ ୧୨:୨୮-୩୪; ଲୁକ୍ ୧୦:୨୫-୨୮)
34ଜିସୁ ସାଦୁକିମନ୍କେ ଚୁପ୍କରାଇ ରଇବାଟା ଜାନିକରି ପାରୁସିମନ୍ ସବୁଲକ୍ ଗଟେକ୍ ଅଇ ତାର୍ ଲଗେ ଆଇଲାଇ । 35ଆରି ସେମନର୍ ବିତ୍ରେଅନି ଗଟେକ୍ ନିୟମ୍ ସିକାଇବା ଦରମ୍ ଗୁରୁ ଜିସୁକେ ପାନ୍ଦେ ପାକାଇବାକେ ଗଟେକ୍ ପର୍ସନ୍ ପାଚାର୍ଲା । 36“ଏ ଗୁରୁ ମସାର୍ ଦରମ୍ ସାସ୍ତରର୍ ନିୟମ୍ ଇସାବେ ସବୁଟାନେଅନି କନ୍ ଆଦେସ୍ ମୁକିଅ ?”
37ଜିସୁ ତାକେ କଇଲା, “ତମର୍ ମାପ୍ରୁ, ପରମେସର୍କେ ପୁରାପୁରୁନ୍ ମନ୍ଦେଇ, ପୁରାପୁରୁନ୍ ଜିବନ୍ ଦେଇ, ପୁରାପୁରୁନ୍ ଚିନ୍ତା ସଙ୍ଗ୍ ତାକେ ମାନା ଆରି ଆଲାଦ୍ କରା । 38ଏଟା ଅଇଲାନି ସବୁର୍ଟାନେଅନି ଆଗତୁ ଆରି ମୁକିଅ ଆଦେସ୍ ।” 39ତାର୍ ପଚର୍ ମୁକିଅ ଆଦେସ୍ ଅଇଲାନି, ତମର୍ ଲଗର୍ ପାକର୍ ଗରର୍ ଲକ୍ମନ୍କେ ନିଜ୍କେ ଆଲାଦ୍ କଲା ପାରା ଆଲାଦ୍ କରା । 40#ଲୁକ୍ ୧୦:୨୫-୨୮ଏ ଦୁଇଟା ଆଦେସ୍ ଆକା ମସା କରିରଇବା ସବୁ ରିତିନିତି ଆରି ବବିସତ୍ବକ୍ତାମନର୍ ସିକିଆ ଜାନାଇଲାନି ।
କିରିସ୍ଟ ଆକା ମସିଅ
(ମାର୍କ ୧୨:୩୫-୩୭; ଲୁକ୍ ୨୦:୪୧-୪୪)
41କେତେଟା ପାରୁସିମନ୍ ଜିସୁର୍ ଲଗେ ରଇଲା ବେଲେ, ଜିସୁ ସେମନ୍କେ ପାଚାର୍ଲା । 42“ କିରିସ୍ଟ ମସିଅର୍ ବିସଇ, ତମେ କାଇଟା ବାବ୍ଲାସ୍ନି ? ସେ କାର୍ ପଅ ?”
ସେମନ୍ କଇଲାଇ, “ସେ ଦାଉଦର୍ ପଅ ।”
43ଜିସୁ ପାଚାର୍ଲା, “ସେନ୍ତାର୍ ଆଲେ ଦାଉଦ୍ ମସିଅକେ ‘ମର୍ ମାପ୍ରୁ!’ ବଲି କାଇକେ ଜାନାଇ ଆଚେ ?” କାଇକେବଇଲେ ଆତ୍ମା ଚାଲ୍ନା ଦେଲାକେ, ସେ ଲେକିଆଚେ,
44ପର୍ମେସର୍ ମର୍ ମାପ୍ରୁକେ କଇଲା,
“ ଆମେ ତର୍ ସତ୍ରୁମନ୍କେ ତମର୍ ପାଦ୍ ତଲେ ନ ଆନ୍ବା ଜାକ
‘ତୁଇ ମର୍ ଉଜା ବାଟେ ବସି ରଅ ।’
45“ଜଦି ଦାଉଦ୍ ମସିଅକେ ‘ମର୍ ମାପ୍ରୁ’ ବଲି ନାମି ଆଚେ, ତେବେ ମସିଅ କେନ୍ତି ତାର୍ ପଅ ଅଇପାର୍ସି ?”
46ଜିସୁକେ ଇତିର୍ ଉତର୍ କେ ମିସା ଦେଇ ନାପାର୍ଲାଇ । ସେ ଦିନେଅନି, ଆରି ତାକେ କେ ମିସା କାଇ ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।
Селектирано:
ମାତିଉ 22: Saa25
Нагласи
Сподели
Копирај

Дали сакаш да ги зачуваш Нагласувањата на сите твои уреди? Пријави се или најави се
The Desiya Bible © The Word for the World International and Desiya Translation Samithi, Koraput, Odisha. 2025