1
ମାଥିଉଲିଖିତ ସୁସମାଚାର 26:41
ପବିତ୍ର ବାଇବଲ (CL) NT (BSI)
ODCLBSI
ପରୀକ୍ଷାରେ ଯେପରି ନ ପଡ଼, ସେଥିପାଇଁ ଜାଗି ରହି ପ୍ରାର୍ଥନା କର। କାରଣ ତୁମ୍ଭମାନଙ୍କର ଆତ୍ମା ଉତ୍ସୁକ, କିନ୍ତୁ ଶରୀର ଦୁର୍ବଳ।”
Համեմատել
Ուսումնասիրեք ମାଥିଉଲିଖିତ ସୁସମାଚାର 26:41
2
ମାଥିଉଲିଖିତ ସୁସମାଚାର 26:38
ସେମାନଙ୍କୁ କହିଲେ, “ଦୁଃଖରେ ମୋ’ ହୃଦୟ ବିଦୀର୍ଣ୍ଣ ହେଉଛି। ଏଠାରେ ତୁମେ ମୋ’ ସହିତ ଜାଗି ରୁହ।”
Ուսումնասիրեք ମାଥିଉଲିଖିତ ସୁସମାଚାର 26:38
3
ମାଥିଉଲିଖିତ ସୁସମାଚାର 26:39
ଯୀଶୁ ଅଳ୍ପ ଦୂରକୁ ଯାଇ ଭୂମିରେ ମୁହଁ ମାଡ଼ି ପ୍ରାର୍ଥନା କଲେ, “ପିତଃ! ଯଦି ସମ୍ଭବ ହୁଏ, ଏହି ଦୁଃଖଭୋଗର ପାନପାତ୍ର ମୋ’ଠାରୁ ଦୂରେଇ ନିଅ, କିନ୍ତୁ ମୋର ଇଚ୍ଛା ନୁହେଁ, ତୁମର ଇଚ୍ଛା ପୂରଣ ହେଉ।”
Ուսումնասիրեք ମାଥିଉଲିଖିତ ସୁସମାଚାର 26:39
4
ମାଥିଉଲିଖିତ ସୁସମାଚାର 26:28
ଏହା ମୋର ରକ୍ତ। ମନୁଷ୍ୟର ପାପ କ୍ଷମା ପାଇଁ ମୁଁ ମୋର ଯେଉଁ ରକ୍ତ ଢ଼ାଳି ଦେବାକୁ ଯାଉଛି, ଯାହା ଈଶ୍ୱରଙ୍କ ନୂତନ ବିଧାନକୁ ମୁଦ୍ରାଙ୍କିତ କରେ।
Ուսումնասիրեք ମାଥିଉଲିଖିତ ସୁସମାଚାର 26:28
5
ମାଥିଉଲିଖିତ ସୁସମାଚାର 26:26
ସେମାନେ ଭୋଜନ କରିବା ସମୟରେ ଯୀଶୁ ଗୋଟିଏ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ଏହା ମୋର ଶରୀର।”
Ուսումնասիրեք ମାଥିଉଲିଖିତ ସୁସମାଚାର 26:26
6
ମାଥିଉଲିଖିତ ସୁସମାଚାର 26:27
ତା’ପରେ ସେ ପାନ ପାତ୍ର ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ତାହା ଶିଷ୍ୟମାନଙ୍କୁ ଦେଇ କହିଲେ, “ତୁମ୍ଭେମାନେ ସମସ୍ତେ ଏଥିରୁ ପାନ କର।
Ուսումնասիրեք ମାଥିଉଲିଖିତ ସୁସମାଚାର 26:27
7
ମାଥିଉଲିଖିତ ସୁସମାଚାର 26:40
ତା’ପରେ ସେ ତିନିଜଣ ଶିଷ୍ୟଙ୍କ ନିକଟକୁ ଫେରି ଆସି ଦେଖିଲେ, ସେମାନେ ଶୋଇ ପଡ଼ିଛନ୍ତି। ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେମାନେ ତିନିହେଁ ମୋ’ ସହିତ ଘଣ୍ଟାଏ ସୁଦ୍ଧା ଜାଗି ରହି ପାରୁ ନାହଁ?
Ուսումնասիրեք ମାଥିଉଲିଖିତ ସୁସମାଚାର 26:40
8
ମାଥିଉଲିଖିତ ସୁସମାଚାର 26:29
ମୁଁ କହି ରଖୁଛି, ମୋ’ ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂତନ ଦ୍ରାକ୍ଷାରସ ପିଇବା ପର୍ଯ୍ୟନ୍ତ ମୁଁ ଆଉ କେବେ ଦ୍ରାକ୍ଷାରସ ପିଇବି ନାହିଁ।”
Ուսումնասիրեք ମାଥିଉଲିଖିତ ସୁସମାଚାର 26:29
9
ମାଥିଉଲିଖିତ ସୁସମାଚାର 26:75
ସେହିକ୍ଷଣି କୁକୁଡ଼ା ଡ଼ାକିଲା ଏବଂ ଯୀଶୁ କଅଣ କହିଥିଲେ, ପିତରଙ୍କ ମନେ ପଡ଼ିଲା: “କୁକୁଡ଼ା ଡ଼ାକିବା ପୂର୍ବରୁ ମୋତେ ଜାଣ ନାହିଁ ବୋଲି ତୁମେ ତିନିଥର କହିବ।” ସେ ବାହାରକୁ ଯାଇ ବ୍ୟାକୁଳ ଭାବରେ କାନ୍ଦିଲେ।
Ուսումնասիրեք ମାଥିଉଲିଖିତ ସୁସମାଚାର 26:75
10
ମାଥିଉଲିଖିତ ସୁସମାଚାର 26:46
ଉଠ ଯିବା। ହେଇ ଦେଖ, ମୋତେ ଧରାଇ ଦେବା ଲୋକ ଆସି ପହଞ୍ôଚଗଲାଣି।”
Ուսումնասիրեք ମାଥିଉଲିଖିତ ସୁସମାଚାର 26:46
11
ମାଥିଉଲିଖିତ ସୁସମାଚାର 26:52
ଯୀଶୁ ତାକୁ କହିଲେ, “ତୁମ ଖଣ୍ଡାକୁ ତା’ ଜାଗାରେ ରଖ। ଯେଉଁମାନେ ଖଣ୍ଡା ଉଞ୍ଚାନ୍ତି, ସେମାନେ ଖଣ୍ଡାରେ ହିଁ ନିହତ ହେବେ।
Ուսումնասիրեք ମାଥିଉଲିଖିତ ସୁସମାଚାର 26:52