1
ମାଥିଉଲିଖିତ ସୁସମାଚାର 9:37-38
ପବିତ୍ର ବାଇବଲ (CL) NT (BSI)
ODCLBSI
ତେଣୁ ସେ ଶିଷ୍ୟମାନଙ୍କୁ କହିଲେ, “ଫସଲ ପ୍ରଚୁର ହୋଇଛି, କିନ୍ତୁ ତାକୁ ସଂଗ୍ରହ କରିବା ପାଇଁ ଯଥେଷ୍ଟ ମୂଲିଆ ନାହାନ୍ତି। ଯଥେଷ୍ଟ ସଂଖ୍ୟାରେ ମୂଲିଆ ପଠାଇ ଶସ୍ୟ ଅମଳ କରି ନେବା ପାଇଁ ଜମି ମାଲିକଙ୍କୁ ନିବେଦନ କର।”
Összehasonlít
Fedezd fel: ମାଥିଉଲିଖିତ ସୁସମାଚାର 9:37-38
2
ମାଥିଉଲିଖିତ ସୁସମାଚାର 9:13
“ଶାସ୍ତ୍ରରେ ଲେଖା ହେରଇଛି, “ମୁଁ ଚାହେିଁ ଦୟା, ବଳିଦାନ ନୁହେଁ - ଏହି କଥାର ଅର୍ଥ କଅଣ, ଯାଇ ବୁଝିବାକୁ ଚେଷ୍ଠା କର। ମୁଁ ଧାର୍ମିକମାନଙ୍କୁ ଡାକିବାକୁ ଆସି ନାହିଁ; ଆସିଛି ପାପୀମାନଙ୍କ ପାଇଁ।”
Fedezd fel: ମାଥିଉଲିଖିତ ସୁସମାଚାର 9:13
3
ମାଥିଉଲିଖିତ ସୁସମାଚାର 9:36
ଜନତାକୁ ଦେଖି ସେ ଦୟାରେ ବିଗଳିତ ହୋଇଗଲେ, କାରଣ ରକ୍ଷକବିହୀନ ମେଷପଲ ପରି ସେମାନେ ନତଃସହାୟ ଓ ବିପନ୍ନ ହେଉଥିଲେ।
Fedezd fel: ମାଥିଉଲିଖିତ ସୁସମାଚାର 9:36
4
ମାଥିଉଲିଖିତ ସୁସମାଚାର 9:12
ଯୀଶୁ ସେମାନେ ପ୍ରଶ୍ନର ଉତ୍ତର ଦେଇ କହିଲେ, “ସୁସ୍ଥ ଲୋ୍ଙ୍କ ପାଇଁ ଡାକ୍ତରର ପ୍ରୟୋଜନ ନାହିଁ। କେବଳ ରୋଗୀମାନେ ଡାକ୍ତର ଆବଶ୍ୟକ କରନ୍ତି।
Fedezd fel: ମାଥିଉଲିଖିତ ସୁସମାଚାର 9:12
5
ମାଥିଉଲିଖିତ ସୁସମାଚାର 9:35
ଯୀଶୁ ପରିଭ୍ରମଣ କରି କରି ଆନକ ସହର ଓ ଗ୍ରାମକୁ ଗଲେ। ପ୍ରତ୍ୟକ ସ୍ଥାନରେ ସେ ସମାଜ ଗୃହରେ ଶିକ୍ଷା ଦେଲେ, ସ୍ୱର୍ଗରାଜ୍ୟର ଶୁଭବାର୍ତ୍ତା ପ୍ରଚାର କଲେ ଏବଂ ନାନା ଅସୁସ୍ଥ ଓ ରୋଗଗ୍ରସ୍ତ ଲୋକଙ୍କୁ ସୁସ୍ଥ କଲେ।
Fedezd fel: ମାଥିଉଲିଖିତ ସୁସମାଚାର 9:35