1
ମାଥିଉଲିଖିତ ସୁସମାଚାର 12:36-37
ପବିତ୍ର ବାଇବଲ (CL) NT (BSI)
ODCLBSI
“ତୁମେ କହିଥିବା ପ୍ରତ୍ୟେକ ଅସାର କଥା ପାଇଁ ବିଚାର ଦିନରେ ତୁମକୁ କୈଫିୟତ୍ ଦେବାକୁ ପଡ଼ିବ। “ତୁମ କଥା ଦ୍ୱାରା ତୁମେ ବିଚାରିତ ହୋଇ ନିର୍ଦ୍ଦୋଷ ବା ଦୋଷୀ ସାବ୍ୟସ୍ତ ହେବ।”
Összehasonlít
Fedezd fel: ମାଥିଉଲିଖିତ ସୁସମାଚାର 12:36-37
2
ମାଥିଉଲିଖିତ ସୁସମାଚାର 12:34
ଆରେ ସର୍ପପରି ଖଳଲୋକେ! ନିଜେ ଖଳ ହୋଇ ତୁମ୍ଭେମାନେଳ କ’ଣ ଭଲ କଥା କହି ପାରିବ? ହୃଦୟର ଭାବ ମୁଖ ଦେଇ ପ୍ରକାଶ ପାଏ।
Fedezd fel: ମାଥିଉଲିଖିତ ସୁସମାଚାର 12:34
3
ମାଥିଉଲିଖିତ ସୁସମାଚାର 12:35
ଜଣେ ଭଲ ଲୋକ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ ହୋଇଥିବା ତା’ ଭଣ୍ଡାରରୁ ଉତ୍ତମ ଚିନିମଷ ବାହାର କରି ଆଣେ। ଜଣେ ଖଳ ପ୍ରକୃତିର ଲୋକ ଖରାପ ଜିନିଷ ବାହାର କରି ଆଣେ।
Fedezd fel: ମାଥିଉଲିଖିତ ସୁସମାଚାର 12:35
4
ମାଥିଉଲିଖିତ ସୁସମାଚାର 12:31
ଅତଏବ ମୁଁ ତୁମ୍ଭମାନଙ୍କୁ କହୁଛି, ମନୁଷ୍ୟ ଯେ କୌଣସି ପାପ କରୁ ବା ଅସତ୍ କଥା କହୁ, ସେଥିପାଇଁ ତାକୁ କ୍ଷମା ଦିଆଯାଇପାରେ। କିନ୍ତୁ ଯଦି କେହି ପବିତ୍ରାତ୍ମାଙ୍କ ବିରୁଦ୍ଧରେ କିଛି କହେ, ତା’ର କ୍ଷମା ନାହିଁ।
Fedezd fel: ମାଥିଉଲିଖିତ ସୁସମାଚାର 12:31
5
ମାଥିଉଲିଖିତ ସୁସମାଚାର 12:33
“ଭଲ ଫଳ ଧରିବା ପାଇଁ ଗଛଟି ବଳିଷ୍ଠ ହେବା ଦରକାର। ଦୁର୍ବଳ ଗଛରେ ନିକୃଷ୍ଠ ଫଳ ହୁଏ। ଗଛଟି କି ପ୍ରକାର, ତା’ ଫଳ ଦ୍ୱାରା ଜଣାପଡ଼େ।
Fedezd fel: ମାଥିଉଲିଖିତ ସୁସମାଚାର 12:33