Лого на YouVersion
Иконка за търсене

ମାଥିଉଲିଖିତ ସୁସମାଚାର 17:17-18

ମାଥିଉଲିଖିତ ସୁସମାଚାର 17:17-18 ODCLBSI

ଯୀଶୁ କହିଲେ, “କେଡ଼େ ଅବିଶ୍ୱାସୀ ଓ ଭ୍ରାନ୍ତ ତୁମ୍ଭମାନେ! ତୁମ ସହିତ ମୁଁ ଆଉ ମେତେ ଦିନ ରହିବି? ଆଉ ମେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ସେ ପୁଅଟିକୁ ମୋ’ ନିକଟକୁ ନେଇ ଆସ।” ବାଳକ ବାଳକ ଭିତରେ ଥିବା ଭୂତକୁ ଯୀଶୁ ଧମକ ଦେଲ। ଭୂତ ତା’କୁ ଛାଡ଼ି ଚାଲିଗଲା ଏବଂ ସେହି ମୁହୂର୍ତ୍ତରେ ବାଳକଟି ସୁସ୍ଥ ହୋଇଗଲା।