1
ମାଥିଉଲିଖିତ ସୁସମାଚାର 4:4
ପବିତ୍ର ବାଇବଲ (CL) NT (BSI)
ODCLBSI
କିନ୍ତୁ ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖା ଅଛି, ‘ମନୁଷ୍ୟ ଖାଲି ରୋଟି ଖାଇ ବଞ୍ଚେ ନାହିଁ। ଈଶ୍ୱରଙ୍କ ମୁଖନିସୃତ ପ୍ରତ୍ୟେକ ବାକ୍ୟ ତା’ର ଜୀବନ ପାଇଁ ଆବଶ୍ୟକ’।”
Сравни
Разгледайте ମାଥିଉଲିଖିତ ସୁସମାଚାର 4:4
2
ମାଥିଉଲିଖିତ ସୁସମାଚାର 4:10
ଯୀଶୁ ଉତ୍ତର ଦେଲେ, “ଦୂର ହୁଅ ଶୟତାନ! ଧର୍ମଶାସ୍ତ୍ରରେ ଲେଖାଅଛି, ‘କେବଳ ତୁମ ପ୍ରଭୁ ଈଶ୍ୱରଙ୍କୁ ଉପାସନା କର ଏବଂ ତାଙ୍କର ସେବା କର’।”
Разгледайте ମାଥିଉଲିଖିତ ସୁସମାଚାର 4:10
3
ମାଥିଉଲିଖିତ ସୁସମାଚାର 4:7
ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖାଅଛି, ତୁମ ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କର ନାହିଁ।”
Разгледайте ମାଥିଉଲିଖିତ ସୁସମାଚାର 4:7
4
ମାଥିଉଲିଖିତ ସୁସମାଚାର 4:1-2
ଏହା ପରେ ପରମାତ୍ମା ତାଙ୍କୁ ମରୁ ପ୍ରାନ୍ତରକୁ କଢ଼ାଇ ନେଲେ। ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ। ଚାଳିଶ ଦିନ ଓ ଚାଳିଶ ରାତି ଅନାହାରରେ ବିତାଇବା ପରେ ଯୀଶୁ କ୍ଷୁଧିତ ହେଲେ।
Разгледайте ମାଥିଉଲିଖିତ ସୁସମାଚାର 4:1-2
5
ମାଥିଉଲିଖିତ ସୁସମାଚାର 4:19-20
ଯୀଶୁ ସେମାନଙ୍କୁ ଆହ୍ୱାନ କରି କହିଲେ, “ମୋ’ ସାଙ୍ଗରେ ଆସ। ମୁଁ ତୁମକୁ ମନୁଷ୍ୟ ଧରିବା ଶିଖାଇବି।” ସେମାନେ ସେହିକ୍ଷଣି ସେମାନଙ୍କ ଜାଲ ଛାଡ଼ି ତାଙ୍କ ସଙ୍ଗରେ ଗଲେ।
Разгледайте ମାଥିଉଲିଖିତ ସୁସମାଚାର 4:19-20
6
ମାଥିଉଲିଖିତ ସୁସମାଚାର 4:17
ସେହି ସମୟଠାରୁ ଯୀଶୁ ପ୍ରଚାର କରି କହିଲେ, “ପାପ ପଥରୁ ଫେର, କାରଣ ସ୍ୱର୍ଗରାଜ୍ୟ ନିକଟବର୍ତ୍ତୀ”।
Разгледайте ମାଥିଉଲିଖିତ ସୁସମାଚାର 4:17