1
ମାଥିଉଲିଖିତ ସୁସମାଚାର 27:46
ପବିତ୍ର ବାଇବଲ (CL) NT (BSI)
ODCLBSI
ଉପରଓଳି ତିନିଟାବେଳେ ଯୀଶୁ ଉଚ୍ଚସ୍ୱରରେ କହିଲେ, “ଏଲି, ଏଲି, ଲାମା ସବଖ୍ତାନି।” ଅର୍ତାତ୍ “ହେ ଈଶ୍ୱର, ହେ ଈଶ୍ୱର, ମୋତେ କାହିଁକି ପରିତ୍ୟାଗ କରିଛ?”
Сравни
Разгледайте ମାଥିଉଲିଖିତ ସୁସମାଚାର 27:46
2
ମାଥିଉଲିଖିତ ସୁସମାଚାର 27:51-52
ସେହି ସମୟରେ ମନ୍ଦିରରେ ଝୁଲୁଥିବା ପର୍ଦ୍ଦା ଉପରୁ ତଳ ଯାଏ ଦୁଇ ଖଣ୍ଡ ହୋଇ ଚିରିଗଲା। ଭୂମିକମ୍ପ ହେଲା, ପାହାଡ଼ଗୁଡ଼ିକ ଫାଟିଗଲା। ଏବଂ କବର ଖୋଲିଯାଇ ଅନେକ ଧାର୍ମିକ ମୃତ ବ୍ୟକ୍ତି ପୁନର୍ଜୀବିତ ହେଲେ।
Разгледайте ମାଥିଉଲିଖିତ ସୁସମାଚାର 27:51-52
3
ମାଥିଉଲିଖିତ ସୁସମାଚାର 27:50
ଯୀଶୁ ଆଉ ଥରେ ଉଚ୍ଚସ୍ୱରରେ ଚିକ୍ରାର କରି ଶେଷ ନିଶ୍ୱାସ ତ୍ୟାଗ କଲେ।
Разгледайте ମାଥିଉଲିଖିତ ସୁସମାଚାର 27:50
4
ମାଥିଉଲିଖିତ ସୁସମାଚାର 27:54
ଯୀଶୁଙ୍କୁ ଜଗି ରହିଥିବା ସେନାପତି ଓ ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟାନ୍ୟ ଘଟଣା ଦେଖି ଭୟଭୀତ ହେଲେ। ସେମାନେ କହିଲେ, “ଏ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର।”
Разгледайте ମାଥିଉଲିଖିତ ସୁସମାଚାର 27:54
5
ମାଥିଉଲିଖିତ ସୁସମାଚାର 27:45
ସେ ଦିନ ଦି’ପହରବେଳେ ସାରାଦେଶରେ ଅନ୍ଧକାର ଘୋଟିଗଲା ଓ ତାହା ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା।
Разгледайте ମାଥିଉଲିଖିତ ସୁସମାଚାର 27:45
6
ମାଥିଉଲିଖିତ ସୁସମାଚାର 27:22-23
ପିଲାତ ପଚାରିଲେ, “ତେବେ ମସୀହ ରୂପେ ପରିଚିତ ଯୀଶୁଙ୍କୁ କଅଣ କରିବି?” “ତାଙ୍କୁ କ୍ରୁଶରେ ଚଢ଼ାଅ” ବୋଲି ସେମାନେ ଚିକ୍ରାର କଲେ। ପିଲାତ ପଚାରିଲେ, “କିନ୍ତୁ ସେ କି ଅପରାଧ କରିଛନ୍ତି?” ସେମାନେ ଆହୁରି ପାଯି କରି କହିବାକୁ ଲାଗିଲେ, “ତାଙ୍କୁ କ୍ରୁଶରେ ଚଢ଼ାଅ।”
Разгледайте ମାଥିଉଲିଖିତ ସୁସମାଚାର 27:22-23