ମାର୍କ 15
15
ପିଲାତର୍ ମୁଆଟେ ଜିସୁର୍ ବିଚାର୍
(ମାତିଉ ୨୭:୧-୨,୧୧-୧୪; ଲୁକ୍ ୨୩:୧-୫; ଜଅନ୍ ୧୮:୨୮-୩୮)
1ସାକାଲ୍ ସାକାଲ୍ ପାର୍ତନା ଗରର୍ ମୁକିଅ ପୁଜାରିମନ୍, ମୁକିଅ ନେତାମନ୍, ଜିଉଦି ନେତାମନ୍, ନିୟମ୍ ସିକାଇବା ଲକ୍ମନ୍ ଆରି ଜିଉଦି ଲକ୍ମନ୍କେ ସାସନ୍ କର୍ବା ସବୁ ରକାମର୍ ନେତାମନ୍ ଜିସୁକେ କାଇଟା କର୍ବାର୍ ଆଚେ ? ବଲି ଗଟେକ୍ ବଡ୍ ପଁଚାଦି କଲାଇ । ସେମନ୍ ତାକେ ବାନ୍ଦିକରି ସାସନ୍ କର୍ବା ପିଲାତ୍କେ ସର୍ପିଦେଲାଇ । 2ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା ?” ଜିସୁ ତାକେ କଇଲା, “ତୁଇ ଜନ୍ଟା ପାଚାର୍ଲୁସ୍ନି, ସେଟା ସତ୍ସେ ।” 3ମୁକିଅ ପୁଜାରିମନ୍ ଜିସୁକେ ଦସ୍ ଦେଇ କଇବାର୍ ଦାର୍ଲାଇ । 4ସେବେଲା ପିଲାତ୍ ତାକେ ଆରିତରେକ୍ ପାଚାର୍ଲା, “ତୁଇ କାଇକେ ଚିମ୍ରା ଅଇଦେଲୁସ୍ ? କାଇଟା ମିସା କଉସ୍ ନାଇ । ଦେକା ସେମନ୍ ତର୍ ବିରଦେ କେତେକ୍ ନିନ୍ଦା କାତା କଇଲାଇନି ।” 5ମାତର୍ ଜିସୁ କାତା ଅଏ ନାଇ । ସେଟା ଦେକିକରି ପିଲାତ୍ ବେସି କାବା ଅଇଗାଲା ।
ପିଲାତ୍ ଜିସୁକେ ମୁକ୍ଲାଇ ନାପାର୍ଲା
(ମାତିଉ ୨୭:୧୫-୨୬; ଲୁକ୍ ୨୩:୧୩-୨୫; ଜଅନ୍ ୧୮:୩୯;୧୯:୧୬)
6ରକିଆ ପାଇବାର୍ ପରବ୍ କଲାବେଲେ ସବୁ ବରସର୍ ରିତିନିତି ଇସାବେ ପିଲାତ୍, ଜନ୍ ଆଲେ ବନ୍ଦି ଲକ୍କେ, ଲକ୍ମନ୍ ବାର୍କରାଇ ଦେବାକେ ମନ୍ କରତେରଇଲାଇ, ତାକେ ବାର୍କରାଇ ଦେଇତେରଇଲା । 7ସେବେଲେ ସର୍କାରର୍ ବିରୁଦେ ଦାବିକରି ବାର୍ବା ନାଉଁର୍ ଗଟେକ୍ ଲକ୍ ବନ୍ଦି ଅଇରଇଲା । ଏ ଲକ୍ ଆରି କେତେଟା ଲକ୍ମନର୍ ସଙ୍ଗ୍, ଲକ୍ମନ୍କେ ମରାଇ ବନ୍ଦି ଅଇରଇଲା । 8ଲକ୍ମନ୍ ପିଲାତର୍ଟାନେ ଆସି, କଇଲାଇ, “ସବୁ ବରସର୍ ରିତିନିତି ଇସାବେ ଏ ତରେକ୍ ମିସା ଗଟେକ୍ ବନ୍ଦି ଲକ୍କେ ମୁକ୍ଲାଇ କରି ବାର୍କରାଇଦେସ୍ ।” 9ପିଲାତ୍ ଲକ୍ମନ୍କେ ପାଚାର୍ଲା, “ତମେ କାକେ ମନ୍ କଲାସ୍ନି ? ମୁଇ ତମର୍ ଲାଗି ଜିଉଦିମନର୍ ରାଜାକେ ଚାଡିଦେବି କି ?” 10ପିଲାତ୍ ରାଜା କାଇକେ ଏନ୍ତି କଇଲା ବଇଲେ, ମୁକିଅ ପୁଜାରିମନ୍ କୁଟ୍ ପାଁଚି ଜିସୁକେ ତାର୍ ଆତେ ସର୍ପିଦେଇ ଆଚତ୍ ବଲିକରି ସେ ଜାନିରଇଲା ।
11ମାତର୍ ମୁକିଅ ପୁଜାରିମନ୍ ଲକ୍ମନ୍କେ ଉସ୍କାଇ କରି, “ଜିସୁର୍ ବାଦୁଲେ ବାର୍ବାକେ ଆମର୍ପାଇଁ ବନ୍ଦି ଗରେଅନି ମୁକ୍ଲାଇବାକେ କୁଆ ।” ବଲି କଇଲାଇ । 12ମାତର୍ ପିଲାତ୍ ଆରିତରେକ୍ ପାଚାର୍ଲା, “ସେନ୍ତିଆଲେ ତମେ ଜନ୍ ଲକ୍କେ ଜିଉଦିମନର୍ ରାଜା ବଲି କଇଲାସ୍ନି, ତାକେ ମୁଇ କାଇଟା କର୍ବି ବଲି ତମେ ମନ୍ କଲାସ୍ନି ?”
13ଲକ୍ମନ୍ ବେସି ରାଟୁକରି କଇଲାଇ, “ତାକେ କୁର୍ସେ ମରାଆ ।”
14ତେଇଅନି ପିଲାତ୍ ଆରିତରେକ୍ ଲକ୍ମନ୍କେ ପାଚାର୍ଲା, “କାଇକେ, ସେ କାଇ ଦସ୍ କଲାଆଚେ ଜେ ?” ମାତର୍ ଲକ୍ମନ୍ ଅଦିକ୍ ଅଦିକ୍ ରାଟୁଅଇକରି କଇଲାଇ, “ତାକେ କୁରୁସ୍ କାଟେ ମରାଆ ।”
15ସେଟାର୍ପାଇଁ ପିଲାତ୍ ଲକ୍ମନ୍କେ ସାର୍ଦା କରାଇବାକେ ମନ୍କରି ବାର୍ବାକେ ବନ୍ଦି ଗରେଅନି ମୁକ୍ଲାଇଦେଇ ଜିସୁକେ କର୍ଡା ସଙ୍ଗ୍ ମାରି, କୁରୁସ୍କାଟେ କୁଟିମାରି ମରାଇଦେବାକେ ସନିଅମନ୍କେ ସର୍ପିଦେଲା ।
ସନିଅମନ୍ ଜିସୁକେ କିଜାଇଲାଇ
(ମାତିଉ ୨୭:୨୭-୩୧; ଜଅନ୍ ୧୯:୨-୩)
16ସନିଅମନ୍ ଜିସୁକେ ରମିୟ ସର୍କାରର୍ ସାସନ୍କାରିଆ ପିଲାତର୍, ମୁକିଅ ଗରର୍ ଡାଣ୍ଡେ ଦାରିଗାଲାଇ ଆରି ସେମନ୍ ବିନ୍ ସନିଅମନ୍କେ ଗଟେକ୍ ଟାନେ ଡାକି ରୁଣ୍ଡାଇଲାଇ । 17ସେମନ୍ ଜିସୁକେ କିଜାଇବାକେ ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦାଇଲାଇ ଆରି ଗଟେକ୍ କାଟାର୍ ମୁକୁଟ୍ ତିଆର୍କରି ତାର୍ ମୁଣ୍ଡେ ପିନ୍ଦାଇଦେଲାଇ । 18ସେମନ୍ ଜିସୁକେ କିଜାଇ କରି କଇଲାଇ, “ଏ ଜିଉଦିମନର୍ ରାଜା ତକେ ଜୁଆର୍, ତୁଇ ବେସି ଦିନ୍ ବଁଚ୍ ।” 19ସେମନ୍ ତର୍କେତର୍ ବେତ୍ ଡାଙ୍ଗ୍ ସଙ୍ଗ୍ ତାର୍ ମୁଣ୍ଡେ ମାର୍ତେରଇଲାଇ ଆରି ତାର୍ ଉପ୍ରେ ତୁକି କିଜାଇକରି ମାଣ୍ଡିକୁଟା ଦେଇ ଜୁଆର୍ କଲାଇ । 20ସେମନ୍ ଜିସୁକେ କିଜାଇ ସାରାଇଲାପଚେ, ଜାମ୍କଲି ରଙ୍ଗର୍ ବସ୍ତର୍ ତାର୍ ଗାଗ୍ଡେଅନି ବେଟିକରି, ନିଜର୍ ବସ୍ତର୍ ପିନ୍ଦାଇଦେଲାଇ । ତାର୍ପଚେ ସେମନ୍ ତାକେ କୁର୍ସକାଟେ ମରାଇବାକେ ଗଡ୍ ବାଇରେ ଦାରିଗାଲାଇ ।
କୁର୍ସେ ଜିସୁର୍ ମରନ୍
(ମାତିଉ ୨୭:୩୨-୪୪; ଲୁକ୍ ୨୩:୨୬-୪୩; ଜଅନ୍ ୧୯:୧୭-୨୭)
21 #
ରମିୟ ୧୬:୧୩
ସେବେଲା ଆଲେକ୍ଜାଣ୍ଡାର୍ ଆରି କୁର୍ନିୟ ଜାଗାର୍ ରୁପ୍ଅର୍ ବାବା ସିମନ୍ ନାଉଁର୍ ଗଟେକ୍ ଲକ୍, ପଲିଗାରାମ୍ ଅନି ଆସିକରି ସେ ବାଟେ ଜାଇତେରଇଲା । ସେ ସନିଅମନ୍ ତାକେ ଜିସୁର୍ କୁର୍ସ ବଇବାକେ ବାଦିଅ କଲାଇ । 22ତାର୍ପଚେ ସେମନ୍ ଜିସୁକେ ଗଲ୍ଗତା ନାଉଁର୍ ଗଟେକ୍ ଜାଗାଇ ଦାରିଗାଲାଇ । ଗଲ୍ଗତାର୍ ଅରତ୍ ଅଇଲାନି, କାପାଲ୍ ଜାଗା । 23ସେମନ୍ ଜିସୁକେ ଅସ ମିସାଇଲା ଅଙ୍ଗୁର୍ ରସ୍ କାଅ ବଲିକରି ଦେଲାଇ, ମାତର୍ ସେ ନିଚ୍ଲା । 24ତାର୍ପଚେ ଜିସୁକେ କୁର୍ସେ ଚଗାଇଲାଇ ଆରି ତାର୍ ବସ୍ତର୍ କାର୍ବାଗେ କାଇଟା ମିଲ୍ସି ବଲି ବାଟାକରି ନେବାକେ, କେଡ୍ ପୁଟାଇକରି ନିଜର୍ ନିଜର୍ ବିତ୍ରେ ବାଟାକରି ନେଲାଇ । 25ସେମନ୍ ସାକ୍ଲିଆ ନ ଗଁଟା ବେଲାଇ ଜିସୁକେ କୁର୍ସେ ଚଗାଇଲାଇ । 26ଆରି “ଏଟା ଜିଉଦିମନର୍ ରାଜା । ” ବଲି ନିନ୍ଦା କାତା ଲେକି କୁରୁସ୍ ଉପ୍ରେ ଡସାଇଲାଇ । 27କୁର୍ସେ ଜିସୁର୍ ସଙ୍ଗ୍ ଆରି ଦୁଇଟା ଚର୍ମନ୍କେ, ତାର୍ ଉଜାବାଟେ ଗଟେକ୍କେ, ଡେବ୍ରି ବାଟେ ଆରିଗଟେକ୍କେ ଚଗାଇରଇଲାଇ । 28ସେ ବୁଲ୍ କଲା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ବଲି, ଇସାବ୍ ଅଇଲା ବଲିକରି #୧୫:୨୮ କେତେକ୍ ପୁର୍ନା ଲେକାଇ ଏଟା ଲେକାଅଏନାଇପର୍ମେସରର୍ ସାସ୍ତରେ ଲେକାଅଇରଇବା ବିସଇ ସିଦ୍ ଅଇଲା । 29#ମାର୍କ ୧୪:୫୮; ଜଅନ୍ ୨:୧୯ସେ ବାଟ୍ ଦେଇ ଜିବା ଲକ୍ମନ୍ ନିଜେ ନିଜେ ମୁଣ୍ଡ୍ ଜୁଲାଇ ଜିସୁକେ ନିନ୍ଦାକରି କଇଲାଇ, “ପାର୍ତନା ଗର୍ ବାଙ୍ଗାଇ କରି ତିନ୍ଦିନ୍ ବିତ୍ରେ ତିଆର୍ କର୍ବାଲକ୍ ଏ ସେ କି ?” ବଲି କିଜାଇଲାଇ । 30“ତୁଇ ଏବେ କୁର୍ସେ ଅନି ଉତ୍ରି ନିଜ୍କେ ରକିଆ କର୍ ।”
31ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଇବା ଲକ୍ମନ୍ ମିସା ନିଜର୍ ନିଜର୍ ବିତ୍ରେ କାତାଅଇକରି କିଜାଇଲାଇ । ସେମନ୍ କଇତେରଇଲାଇ, “ବିନ୍ ଲକ୍ମନ୍କେ ରକିଆ କର୍ତେରଇଲା, ମାତର୍ ସେ ନିଜେ ରକିଆ ଅଇ ନାପାର୍ଲା ।” 32“ତମେ ସତଇସେ ଇସ୍ରାଏଲର୍ ରାଜା କିରିସ୍ଟ ଅଇରଇଲେ, କୁର୍ସେ ଅନି ଉତ୍ରି ଆଉ । ସେନ୍ତି ଅଇଲେ ଆମେ ଦେକିକରି ବିସ୍ବାସ୍ କର୍ବୁ ।” ବଲି କଇଲାଇ । ଜନ୍ ଲକ୍ମନ୍କେ ଜିସୁର୍ ସଙ୍ଗ୍ କୁର୍ସେ ଚଗାଇରଇଲାଇ, ସେମନ୍ ମିସା ଜିସୁକେ ନିନ୍ଦା କଲାଇ ।
ଜିସୁର୍ ମରନ୍
(ମାତିଉ ୨୭:୪୫-୫୬; ଲୁକ୍ ୨୩:୪୪-୪୯; ଜଅନ୍ ୧୯:୨୮-୩୦)
33ମୁଇଦାନିଆ ବାର୍ଟା ବେଲାଇଅନି ତିନ୍ଟା ଜାକ ଗୁଲାଇ ଦେସ୍ ଆନ୍ଦାର୍ ଅଇଗାଲା । 34ଦିନ୍ ତିନ୍ଟା ବେଲେ ଜିସୁ ଆଉଲିଅଇ କଇଲା, “ଏଲଇ ଏଲଇ ଲାମା ସବକ୍ତାନି ।” ଆର୍ ଅରତ୍ ଅଇଲାନି, “ଏ ମର୍ ପର୍ମେସର୍ ଏ ମର୍ ପର୍ମେସର୍, ତମେ ମକେ କାଇକେ ଚାଡିଦେଲାସ୍ ?”
35ଏ କାତା ସୁନି ସେଲଗେ ଟିଆ ଅଇରଇବା କେତେ ଲକ୍ କଇଲାଇ, “ସେ ଏଲିୟକେ ଡାକ୍ଲାନି ।” 36ତେଇଅନି ଗଟେକ୍ ଲକ୍ ପାଲାଇ ଜାଇ ଅଙ୍ଗୁର୍ ରସେ, ତୁଲା ବୁଡାଇ ଡାଙ୍ଗେ ବାନ୍ଦି ଉପ୍ରେ ଲାମାଇଦେଲା । ସେ ଲକ୍ କଇଲା, “ଏବେ ଏଲିୟ ଆସିକରି ଆକେ କୁର୍ସେ ଅନି ଉତ୍ରାଇଦେଇସି କି ନାଇ ଦେକୁ ।”
37ମାତର୍ ଜିସୁ ଆଉଲିଅଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
38ସେବେଲା ମନ୍ଦିରର୍ ସୁକଲ୍ ଜାଗା ବିନେ କର୍ବା ପାର୍ଦା ଉପ୍ରେଅନି ତଲେ ଜାକ ଦୁଇ ତାଡ୍ ଅଇ ଚିରିଅଇଗାଲା । 39ତେଇ ଜିସୁର୍ କୁର୍ସ ମୁଆଟେ ଟିଆଅଇରଇଲା ସଏଟା ସନିଅମନର୍ ମୁକିଅ, ଜିସୁ ସାରାସାରି ଆଉଲି ଅଇଲାଟା ଆରି ସେ କେନ୍ତି ଅଇକରି ମଲା, ଦେକିକରି କଇଲା, “ସତଇସେ ଏ ପର୍ମେସରର୍ ପିଲା ରଇଲା ।”
40 #
ଲୁକ୍ ୮:୨,୩ ତେଇ କେତେଟା ମାଇଜିମନ୍ ମିସା କୁର୍ସେ ଅନି ଦୁରିକେ ଟିଆଅଇ ଦେକ୍ତେରଇଲାଇ । ସେମନ୍ ଅଇଲାଇନି, ମଗ୍ଦଲିନି ମରିୟମ୍, ସାନ୍ଟା ଜାକୁବ୍ ଆରି ଜସିର୍ ମା ମରିୟମ୍ ଆରି ସଲମି । 41ଜିସୁ ଗାଲିଲିତେଇ ରଇଲାବେଲେ ଏ ମାଇଜିମନ୍ ଜିସୁର୍ ସଙ୍ଗ୍ ଜାଇତେରଇଲାଇ । ଆରି ତାକେ ଦର୍କାର୍ ରଇଲା ବିସଇ ସାଇଜ କର୍ତେରଇଲାଇ । ଜିସୁର୍ ସଙ୍ଗ୍ ଜିରୁସାଲାମେ ଆସିରଇଲା ବିନ୍ ମାଇଜିମନ୍ ମିସା ତେଇ ରଇଲାଇ ।
ଜିସୁର୍ ମଲା ମଡ୍ ରାଙ୍ଗ୍ନି କାଟି ତିଆର୍ କଲା ପାଆର୍ ବିତ୍ରେ ସଙ୍ଗଇଲାଇ
(ମାତିଉ ୨୭:୫୭-୬୧; ଲୁକ୍ ୨୩:୫୦-୫୬; ଜଅନ୍ ୧୯:୩୮-୪୨)
42ସେ ଦିନ୍ ବିସ୍ରାମ୍ ଦିନ୍ ପାଇ ତିଆର୍ ଅଇବା ଦିନ୍ ଅଇରଇଲା । ସେଦିନେ ସଞ୍ଜ୍ବେଲା, 43ଆରାମାତିଆ ଗାଉଁର୍ ବିଚାର୍କର୍ବା ମୁକିଅ ଲକ୍ ବିତ୍ରେ ରଇଲା ଜସେପ୍ ନାଉଁର୍ ଗଟେକ୍ ଲକ୍, ପର୍ମେସର୍ ସାସନ୍ କର୍ବା ରାଇଜର୍ ବେଲା ଆସ ବଲି ଜାଗିରଇବା ଗଟେକ୍ ଲକ୍ । ବେସି ସାଆସ୍ଅଇ ପିଲାତର୍ ଲଗେ ଜାଇକରି ଜିସୁର୍ ମଲାମଡ୍ ମାଙ୍ଗ୍ଲା । 44ଜିସୁ ଏତେକ୍ ଦାପ୍ରେ ମରିଗାଲା ବଲି ସୁନି ପିଲାତ୍ କାବା ଅଇଗାଲା । ତାର୍ ସନିଅମନର୍ ନେତାକେ ଡାକି “ଜିସୁ ମଲାବେ କି ?” ବଲି ପାଚାର୍ଲା । 45ସେ ସନିଅମନର୍ ନେତା, ଜିସୁ ମରିଗାଲା ବିସଇ ପିଲାତ୍କେ କଇଲା । ତାର୍ପଚେ ଜସେପ୍କେ ପିଲାତ୍ କଇଲା, “ତୁଇ ମଡ୍ ନେଇ ପାରୁସ୍ ।” 46ସେଟାର୍ପାଇଁ ଜସେପ୍ ଜିସୁର୍ ଗାଗଡ୍ କୁର୍ସ ଉପ୍ରେଅନି ଉତ୍ରାଇ ଆନ୍ଲା ଆରି ଗଟେକ୍ ନୁଆ ଲୁଗା ସଙ୍ଗ୍ ଗୁଡିଆଇକରି ରାଙ୍ଗ୍ନି କାଟି ତିଆର୍ କରି ରଇଲା ଗଟେକ୍ ପାଆରେ ନେଇକରି ସଙ୍ଗଇଲା । ଗଟେକ୍ ବଡ୍ ଚାଚଡା ପାକ୍ନା ନେଇ ପାଆର୍ ମୁଆଟେ ଡାବିଦେଲା । 47ଜିସୁକେ ଜନ୍ ଜାଗାଇ ନେଇ ସଙ୍ଗଇ ରଇଲାଇ, ସେ ଜାଗା ମଗ୍ଦଲିନି ମରିୟମ୍ ଆରି ଜସିର୍ ମା ମରିୟମ୍ ଦେକିରଇଲା ।
Селектирано:
ମାର୍କ 15: Saa25
Нагласи
Сподели
Копирај

Дали сакаш да ги зачуваш Нагласувањата на сите твои уреди? Пријави се или најави се
The Desiya Bible © The Word for the World International and Desiya Translation Samithi, Koraput, Odisha. 2025

: