ଲୁକ୍ 3
3
ଡୁବନ୍ ଦେଉ ଜଅନ୍ କଇବା ନିକ କାତା
(ମାତିଉ ୩:୧-୧୨; ମାର୍କ ୧:୧-୮; ଜଅନ୍ ୧:୧୯-୨୮)
1ବଡ୍ ସାସନ୍କାରିଆ ତିବିରିଆ କାଇସର୍ ସାସନ୍ କର୍ବା ପନ୍ଦ୍ର ବରସ୍ ଅଇଲାବେଲେ, ପାନ୍ତିୟ ପିଲାତ୍ ଜିଉଦା ରାଇଜ୍ ସାସନ୍ କର୍ତେରଇଲା । ଆରି ଏରଦ୍ ଗାଲିଲିର୍ ସାସନ୍କାରିଆ ରଇଲା । ଏରଦର୍ ବାଇ ପିଲିପ୍ ଇତୁରିଆ ଆରି ତାକ୍ନିତ୍ ରାଇଜର୍ ସାମନ୍ତ୍ ରାଜା ରଇଲା । ଲୁସାନିଆ ନାଉଁର୍ ଗଟେକ୍ ଲକ୍ ଅବିଲିନି ରାଇଜର୍ ସାମନ୍ତ୍ ରାଜା ରଇଲା । 2ଆନାନ୍ ଆରି କୟାପ୍ ନାଉଁର୍ ଦୁଇ ଲକ୍ ବଡ୍ ପୁଜାରି ରଇଲାଇ । ସେବେଲେ ଜିକରିୟର୍ ପଅ ଜଅନ୍, ମରୁବାଲି ବୁଏଁ ରଇଲାବେଲେ ପର୍ମେସରର୍ କାତା ସେ ସୁନ୍ଲା । 3ଜର୍ଦନ୍ ଗାଡ୍ ଲଗେ ରଇବା ଲଗର୍ ପାକର୍ ଗାଉଁଗଣ୍ଡାଇ ଜାଇ ଜଅନ୍ ପାପ୍ କେମାର୍ ଲାଗି, ପାପ୍କାମ୍ ଚାଡିକରି ମାପ୍ରୁର୍ ବାଟେ ଆସି ଡୁବନ୍ ନେବାକେ ଜାନାଇବାର୍ ଦାର୍ଲା ।
4ଜେନ୍ତାରି ଜିସାୟ ବବିସତ୍ବକ୍ତା ସୁନାଇରଇବା ସାସ୍ତରେ ଲେକା ଅଇଲାଆଚେ,
“ମରୁବାଲିବୁଏଁ ଆଉଲିଅଇ କଇବା ଗଟେକ୍ ଲକ୍ ସବଦ୍ କରି କଇଲାନି,
ମାପ୍ରୁ ଆଇବାଟା ତିଆର୍କରା,
ତାର୍ ଆଇବା ବାଟ୍ ସଲ୍କାଆ ।
5ବଡ୍ ବଡ୍ ଡଙ୍ଗର୍ ପର୍ବତ୍ ସବୁ ସଦ୍ରମ୍ ଅଇକରି
ଗାଡ୍ କଣ୍ଡି କଣ୍ଡି ରଇବା ଆଁଟାଲ୍ ବୁଟାଲ୍ ସାର୍ଦି ଅଇସି,
ବାଁକ୍ ଟେକ୍ ବାଟ୍ ସଲକ୍ ଅଇସି,
ଆରି କାଲ୍ ଡେପ୍ ଜମି ସଦ୍ରମ୍ ଅଇଜାଇସି ।
6ମଚ୍ପୁରର୍ ସବୁଲକ୍ ପର୍ମେସରର୍ ଉଦାର୍କାରିଆକେ ଦେକ୍ବାଇ ।”
7 #
ମାତିଉ ୧୨:୩୪;୨୩:୩୩ ଜଅନ୍ଟାନେ ଡୁବନ୍ ନେବାର୍ଲାଗି ବାରଇ ଆଇବା ଲକ୍ମନ୍କେ ସେ କଇଲା, “ଏ ବିସ୍ ରଇଲା ସାଁପର୍ ବଁସର୍ ଲକ୍ମନ୍, ଆଇବା ପର୍ମେସରର୍ କପେଅନି ପାଲାଇବାକେ ତମ୍କେ କେ ଚେତ୍ନା ଦେଲା ? 8#ଜଅନ୍ ୮:୩୩ତେବର୍ପାଇ ପାପ୍କାମ୍ ଚାଡି ନିକ କାମ୍ କରା, ଅବ୍ରାଆମ୍ତା ଆମର୍ ଆନିଦାଦି ବଲି ମନେ ମନେ ବାବାନାଇ, କାଇକେବଇଲେ ମୁଇ ତମ୍କେ କଇଲିନି, ପର୍ମେସର୍ ଏ ପାକ୍ନାମନର୍ଟାନେଅନି ମିସା ଅବ୍ରାମର୍ ପିଲାଜିଲା ଉବ୍ଜାଇ ପାର୍ସି । 9#ମାତିଉ ୭:୧୯ଏବେମିସା ଗଚ୍ମନର୍ ବୁନ୍ଦେ କୁରାଡି ଲାଗିଆଚେ, ତେବର୍ପାଇ ଜନ୍ ଗଚ୍ ନିମାନ୍ ପଲ୍ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗାଅଇସି ।”
10ତେଇ ଲକ୍ମନ୍ ଜଅନ୍କେ ପାଚାର୍ଲାଇ, “ସେନ୍ତାର୍ ଆଲେ ଆମେ କାଇଟା କର୍ବୁ ?”
11ଜଅନ୍ ସେମନ୍କେ କଇଲା “ଜାର୍ଟାନେ ଦୁଇଟା ପିନ୍ଦ୍ବା ଲୁଗା ଆଚେ, ଜାକେ ନାଇ, ତାକେ ସେ ଗଟେକ୍ ଦେଅ, ଆରି ଜାର୍ଟାନେ କାଦି ଆଚେ, ସେ ମିସା ସେନ୍ତାରି ବାଟା କରି ଦେଅ ।”
12 #
ଲୁକ୍ ୭:୨୯
ସିସ୍ତୁମାଙ୍ଗୁମନ୍ ମିସା ଡୁବନ୍ ନେବାକେ ଆସି ତାକେ ପାଚାର୍ଲାଇ “ଏ ଗୁରୁ ଆମେ କାଇଟା କର୍ବୁ ?”
13ଜଅନ୍ ସେମନ୍କେ କଇଲା, “ତମର୍ ଜେତ୍କି ନେବାର୍ ଅଦିକାର୍ ଆଚେ, ତାର୍ତେଇଅନି ଅଦିକ୍ ମାଙ୍ଗା ନାଇ ।”
14ସନିଅମନ୍ ମିସା ତାକେ ପାଚାର୍ବାର୍ ଦାର୍ଲାଇ, “ଆରି ଆମେ କାଇଟା କର୍ବୁ ?”
ଜଅନ୍ ସେମନ୍କେ କଇଲା, “ବପୁ ଦେକାଇ କାଇଟା ମିସା ଜିକି ଆନା ନାଇ କି ନାଡାଇକରି କାର୍ ଦନ୍ସଁପତି ଆନା ନାଇ, ତମ୍କେ ଜେତ୍କି କୁଲି ମିଲ୍ଲାନି ସେତ୍କି ନେଇକରି ସାର୍ଦା ସଙ୍ଗ୍ ରୁଆ ।”
15ଲକ୍ମନ୍ ଆସାଅଇ କିରିସ୍ଟକେ ଜାଗ୍ତେ ରଇଲାଇ ଜେ, କେଡେବେଲେ ଏ ମିସା କିରିସ୍ଟ ଅଇରଇସି ବଲି ବାବି, ଜଅନର୍ ବିସଇ ଚିନ୍ତା କର୍ତେରଇଲାଇ । 16ତେବେ ଜଅନ୍ ସବୁଲକ୍ମନ୍କେ କଇଲା, “ମୁଇସିନା ତମ୍କେ ପାନିଟାନେ ଡୁବନ୍ ଦେଲିନି, ମାତର୍ ମର୍ଟାନେଅନି ଅଦିକ୍ ବପୁର୍ଲକ୍ ଆଇଲାନି, ମୁଇ ତାର୍ ଗତିଦାଙ୍ଗ୍ଡା ଅଇ ପାଦର୍ ପାଣ୍ଡଇ ମିସା କୁସ୍ଲାଇବାକେ ମର୍ ଅଦିକାର୍ ନାଇ । ସେ ତମ୍କେ ଜଇସଙ୍ଗ୍ ଆରି ସୁକଲ୍ ଆତ୍ମାଇ ଡୁବନ୍ ଦେଇସି । 17ତାର୍ ଆତେ କୁଲାଆଚେ, ତେବେ ସେ କଟାରେ ରଇଲା ଦାନ୍ ପରିଚଲ୍ କରି ଟୁଲିଆଇ କଲ୍କିଟାନେ ସଙ୍ଗଇସି । କାଇ କାମେ ନ ଆଇବାଟା ଜାକ ସବୁବେଲେ ଲାଗିରଇବା ଜଇଟାନେ ପଡାଇଦେଇସି ।”
18ଜଅନ୍ ଏନ୍ତାରି କେତେକ୍ କେତେକ୍ ଉପ୍ଦେସ୍ ଦେଇକରି ଲକ୍ମନ୍କେ ମାପ୍ରୁର୍ବାଟେ ଆଇବାକେ ମନ୍ କରାଇତେରଇଲା ଆରି ମାପ୍ରୁର୍ ନିକ କାତା ସୁନାଇତେରଇଲା ଆରି ପାପ୍ କର୍ବାଟାନେଅନି ବାଅଡ୍ବାକେ ବୁଜାଇତେରଇଲା । 19#ମାତିଉ ୧୪:୩,୪; ମାର୍କ ୬:୧୭,୧୮ମାତର୍ ସାମନ୍ତ ରାଜା ଏରଦ୍ ନିଜର୍ ବାଇର୍ ମାଇଜି ଏରଦିଆକେ ସଙ୍ଗଇଲାକେ ତାର୍ କରିରଇବା ବିନ୍ ବିନ୍ ପାପ୍କାମର୍ ବିସଇ ଜାନି ଜଅନ୍ ତାକେ ଦମ୍କାଇତେରଇଲା । 20ଏରଦ୍ ଜଅନ୍କେ ବନ୍ଦିକରି ସେ କରିରଇବା ସବୁ ପାପ୍କାମର୍ ସଙ୍ଗ୍ ଏ ବଡ୍ ପାପ୍ ମିସା ଜଡ୍ଲା ।
ଜିସୁର୍ ଡୁବନ୍
(ମାତିଉ ୧୩:୧୭; ମାର୍କ ୧:୯-୧୧)
21ସବୁଲକ୍ ଡୁବନ୍ ନେଲା ପଚେ ଜିସୁ ମିସା ଡୁବନ୍ ନେଲା । ଆରି ପାର୍ତନା କର୍ବାବେଲେ, ଏଦେ ଦେକା ! ବାଦଲ୍ ଉଗାଡିଅଇଗାଲା, 22#ମାତିଉ ୩:୧୭; ମାର୍କ ୧:୧୧; ଲୁକ୍ ୯:୩୫ଆରି ସୁକଲ୍ ଆତ୍ମା ପରୁଆର୍ ଗାଗଡ୍ ଦାରି ଉତ୍ରି ଆସି, ଜିସୁର୍ ଉପ୍ରେ ବସ୍ଲା । ସର୍ଗେଅନି ଗଟେକ୍ ଏନ୍ତାରି ସବଦ୍ ଆଇଲା, “ତୁଇସେ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ଅଇଲିନି ।”
ଜିସୁର୍ ଆନିଦାଦିମନର୍ ଇସାବ୍
(ମାତିଉ ୧:୧-୧୭)
23ଜିସୁ ପର୍ମେସରର୍ କାମ୍ ଆରାମ୍ କଲାବେଲେ ତାକେ ତିରିସ୍ ବରସ୍ ଅଇରଇଲା । ଲକ୍ମନର୍ ବାବ୍ନା ଇସାବେ, ଜିସୁ ଜସେପର୍ ପଅ, ଜସେପ୍ ଏଲିର୍ ପଅ । 24ଏଲି ମତ୍ତାତର୍ ପଅ, ମତ୍ତାତ୍ ଲେବିର୍ ପଅ, ଲେବି ମଲ୍କିର୍ ପଅ, ମଲ୍କି ଜନୟର୍ ପଅ, ଜନୟ ଜସେପର୍ ପଅ, 25ଜସେପ୍ ମତିତିଆର୍ ପଅ, ମତିତିଆ ଅମସର୍ ପଅ, ଅମସ୍ ନାଉମର୍ ପଅ, ନାଉମ୍ ଏସ୍ମିର୍ ପଅ, ଏସ୍ମି ନଗୟର୍ ପଅ, 26ନଗୟ ମଅତର୍ ପଅ, ମଅତ୍ ମତିତିଆର୍ ପଅ, ମତିତିଆ ସମଇର୍ ପଅ, ସମୟି ଜସେକର୍ ପଅ, ଜସେକ୍ ଜଦାର୍ ପଅ, 27ଜଦା ଜଅନର୍ ପଅ, ଜଅନ୍ ରେସାର୍ ପଅ, ରେସା ଜିରୁବାବେଲର୍ ପଅ, ଜିରୁବାବେଲ୍ ସିଅଲ୍ତିଏଲର୍ ପଅ, ସଅଲ୍ତିଏଲ୍ ନେରିର୍ ପଅ, 28ନେରି ମଲ୍କିର୍ ପଅ, ମଲ୍କି ଅଦିର୍ ପଅ, ଅଦି କସାମର୍ ପଅ, କସାମ୍ ଏଲୁଦାନର୍ ପଅ, ଏଲୁଦାନ୍ ଏରର୍ ପଅ, 29ଏର ଜିୟସୁଅର୍ ପଅ, ଜିୟସୁଅ ଏଲିଏଜର୍ ପଅ, ଏଲିଏଜ୍ ଜରିମର୍ ପଅ, ଜରିମ୍ ମତ୍ତାତର୍ ପଅ, ମତ୍ତାତ୍ ଲେବିର୍ ପଅ, 30ଲେବି ସିମିୟନର୍ ପଅ, ସିମିୟନ୍ ଜିଉଦାର୍ ପଅ, ଜିଉଦା ଜସେପର୍ ପଅ, ଜସେପ୍ ଜନାମର୍ ପଅ, ଜନାମ୍ ଏଲିଆକିମର୍ ପଅ, 31ଏଲିଆକିମ୍ ମଲାଅର୍ ପଅ, ମଲାଅ ମନାର୍ ପଅ, ମନା ମତତାର୍ ପଅ, ମତତା ନାତନର୍ ପଅ, ନାତନ୍ ଦାଉଦର୍ ପଅ, 32ଦାଉଦ୍ ଜିୟସୁଅର୍ ପଅ, ଜିୟସୁଅ ଆବେଦର୍ ପଅ, ଆବେଦ୍ ବୟଜର୍ ପଅ, ବୟଜ୍ ସେଲଅର୍ ପଅ, ସେଲଅ ନଅସନର୍ ପଅ, 33ନଅସ୍ ଅମିନାଦାବର୍ ପଅ, ଅମିନାଦାବ୍ ଅଦ୍ମିନର୍ ପଅ, ଅଦ୍ମିନ୍ ଅର୍ନିର୍ ପଅ, ଅର୍ନିର୍ ଏସ୍ରନର୍ ପଅ, ଏସ୍ରନ୍ ପେରସର୍ ପଅ, ପେରସ୍ ଜିଉଦାର୍ ପଅ, 34ଜିଉଦା ଜାକୁବର୍ ପଅ, ଜାକୁବ୍ ଇସାକର୍ ପଅ, ଇସାକ୍ ଅବ୍ରାମର୍ ପଅ, ଅବ୍ରାଆମ୍ ତେରଅର୍ ପଅ, ତେରଅ ନାଅର୍ ପଅ, 35ନାଅର୍ ସରୁଗର୍ ପଅ, ସରୁଗ୍ ରଗୁର୍ ପଅ, ରଗୁ ପେଲଗର୍ ପଅ, ପେଲଗ୍ ଏବର୍ ପଅ, ଏବ ସେଲଅର୍ ପଅ, 36ସେଲା କଇନାନର୍ ପଅ, କଇନାନ୍ ଆର୍ପାକ୍ସଡର୍ ପଅ, ଆର୍ପାକ୍ସେଡର୍ ସେ ମର୍ ପଅ, ସେମ ନଅର୍ ପଅ, ନଅ ଲାମେକର୍ ପଅ, 37ଲାମେକ୍ ମିତୁସେଲଅର୍ ପଅ, ମିତୁସେଲଅ ଅନକର୍ ପଅ, ଅନକ୍ ଜାରେଦର୍ ପଅ, ଜାରେଦ୍ ମଅଲେଲର୍ ପଅ, ମଅଲେଲ୍ କେନାନର୍ ପଅ 38କେନାନ୍ ଏନସର୍ ପଅ, ଏନସ୍ ସେତର୍ ପଅ, ସେତ ଆଦମର୍ ପଅ, ଆଦମ୍ ପର୍ମେସରର୍ ପଅ ।
Селектирано:
ଲୁକ୍ 3: Saa25
Нагласи
Сподели
Копирај

Дали сакаш да ги зачуваш Нагласувањата на сите твои уреди? Пријави се или најави се
The Desiya Bible © The Word for the World International and Desiya Translation Samithi, Koraput, Odisha. 2025

: