1
ଲୂକ 10:19
ପବିତ୍ର ବାଇବଲ (CL) NT (BSI)
ODCLBSI
ଶୁଣ! ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଇଛୁ, ଯେପରି ତୁମ୍ଭେମାନେ ସାପ ଓ କଙ୍କଡ଼ା ବିଛା ଉପରେ ଚାଲି ପାରିବ ଓ ଶତ୍ରୁ ଶୟତାନର ସମସ୍ତ ଶକ୍ତି ଉପରେ ଜୟଲାଭ କରିବ ଏବଂ କୌଣସି ବିଷୟ ତୁମର କ୍ଷତି କରି ପାରିବ ନାହିଁ।
Konpare
Eksplore ଲୂକ 10:19
2
ଲୂକ 10:41-42
ପ୍ରଭୁ ତାକୁ କହିଲେ, “ମାର୍ଥା, ମାର୍ଥା, ତୁମେ ଅନେକ ବିଷୟରେ ଚିନ୍ତିତ ଓ ବ୍ୟସ୍ତ, କିନ୍ତୁ କେବଳ ଗୋଟିଏ ବିଷୟ ନିତାନ୍ତ ଆବଶ୍ୟକ। ମରିୟମ ସେହି ଉତ୍ତମ ବିଷୟଟିକୁ ବାଛି ନେଇଛି; ତାହାକୁ ସେଥିରୁ ବଞ୍ଚିତ କରାଯିବ ନାହିଁ।”
Eksplore ଲୂକ 10:41-42
3
ଲୂକ 10:27
ଲୋକଟି କହିଲା, “‘ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ ପ୍ରଭୁ, ଈଶ୍ୱରଙ୍କୁ ପ୍ରେମ କର’; ଏବଂ ‘ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର’।”
Eksplore ଲୂକ 10:27
4
ଲୂକ 10:2
ସେ ସେମାନଙ୍କୁ କହିଲେ, “ଫସଲ ପ୍ରଚୁର, କିନ୍ତୁ ଅମଳ କରିବାକୁ ମୂଲିଆଙ୍କ ସଂଖ୍ୟା ଅଳ୍ପ। କ୍ଷେତର ମାଲିକଙ୍କ ନିକଟରେ ପ୍ରାର୍ଥନା କର, ଯେପରି ସେ ତାଙ୍କର ଫସଲ ସଂଗ୍ରହ କରିବାକୁ ଅଧିକ ଲୋକ ପଠାଇବେ।
Eksplore ଲୂକ 10:2
5
ଲୂକ 10:36-37
ପରିଶେଷରେ ଯୀଶୁ କହିଲେ, “ତୁମ ମତରେ ଏହି ତିନି ଜଣଙ୍କ ମଧ୍ୟରୁ ଡ଼କାୟତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକ ପ୍ରତି କିଏ ପ୍ରତିବାସୀ ତୁଲ୍ୟ ଆଚରଣ କଲା?” ଧର୍ମଗୁରୁ ଉତ୍ତର ଦେଲେ, “ଯେ ତା’ ପ୍ରତି ଦୟା ଦେଖାଇଲା, ସେ।” ଯୀଶୁ ଉତ୍ତର ଦେଲେ, “ତେବେ ଯାଅ ଓ ସେହି ପ୍ରକାର କର।”
Eksplore ଲୂକ 10:36-37
6
ଲୂକ 10:3
ଯାଅ! ମୁଁ ତୁମମାନଙ୍କୁ କେନ୍ଦୁଆ ବାଘ ମଧ୍ୟରେ ମେଷ ପରି ପଠାଉଛି।
Eksplore ଲୂକ 10:3
Akèy
Bib
Plan yo
Videyo