Logo YouVersion
Îcone de recherche

ମାଥିଉଲିଖିତ ସୁସମାଚାର 6:16-18

ମାଥିଉଲିଖିତ ସୁସମାଚାର 6:16-18 ODCLBSI

“ଉପବାସ କଲାବେଳେ ଛଳ ଧାର୍ମିକମାନଙ୍କ ପରି ମୁଖ ମଳିନ କର ନାହିଁ। ସେମାନେ ଉପବାସ କରୁଛନ୍ତି ବୋଲି ଅନ୍ୟମାନଙ୍କୁ ଦେଖାଇବା ପାଇଁ ନିଜ ଚେହେରାକୁ ଅଯତ୍ନ କରି ରଖନ୍ତି। ଏହା ନିଶ୍ଚିତ ଯେ - ସେପରି କରିବା ଦ୍ୱାରା ସେମାନେ ନିଜର ପ୍ରାପ୍ୟ ପାଇ ସାରିଛନ୍ତି। କିନ୍ତୁ ତୁମେ ଉପବାସ କଲାବେଳେ ମୁହଁ ଧୋଇ, ମୁଣ୍ଡ କୁଣ୍ଡାଇ ସଫାସୁତୁରା ହୋଇ ରୁହ, ଯେପରି ଉପବାସ କରୁଛ ବୋଲି ଅନ୍ୟମାନେ ଜାଣି ପାରିବେ ନାହିଁ, କିନ୍ତୁ ତୁମର ଅଦୃଶ୍ୟ ପିତା ଈଶ୍ୱରହିଁ ସବୁ କଥା ଜାଣିବେ। ତୁମେ ଗୋପନରେ ଯାହା କରୁଛ; ତାହା ଦେଖି, ସେ ତୁମକୁ ପୁରସ୍କାର ଦେବେ।

Plans de lecture et méditations gratuites relatifs àମାଥିଉଲିଖିତ ସୁସମାଚାର 6:16-18