Logo YouVersion
Îcone de recherche

ମାଥିଉଲିଖିତ ସୁସମାଚାର 21:21

ମାଥିଉଲିଖିତ ସୁସମାଚାର 21:21 ODCLBSI

ଯୀଶୁ ଉତ୍ତର ଦେଲେ, “ମୁଁ ତୁମକୁ ନିଶ୍ଚିତଭାବେ କହୁଛି, ମନରେ ତିଳେ ହେଲେ ସନ୍ଦେହ ନ ରଖି ତୁମେ ଯଦି ପୂର୍ଣ୍ଣମାତ୍ରାରେ ବିଶ୍ୱାସ କର, ମୁଁ ଏ ଗଛ ପ୍ରତି ଯାହା କରିଛି, ତୁମେ ମଧ୍ୟ ତା’ କରିପାରିବ। କେବଳ ସେତିକି ନୁହେଁ, ଏହି ପାହାଡ଼କୁ ‘ଉଠି ଯାଇ ସମୁଦ୍ରତରେ ପଡ଼ି ଯା’ କହିଲେ, ତାହା ମଧ୍ୟ ହେବ।

Verset illustré pour ମାଥିଉଲିଖିତ ସୁସମାଚାର 21:21

ମାଥିଉଲିଖିତ ସୁସମାଚାର 21:21 - ଯୀଶୁ ଉତ୍ତର ଦେଲେ, “ମୁଁ ତୁମକୁ ନିଶ୍ଚିତଭାବେ କହୁଛି, ମନରେ ତିଳେ ହେଲେ ସନ୍ଦେହ ନ ରଖି ତୁମେ ଯଦି ପୂର୍ଣ୍ଣମାତ୍ରାରେ ବିଶ୍ୱାସ କର, ମୁଁ ଏ ଗଛ ପ୍ରତି ଯାହା କରିଛି, ତୁମେ ମଧ୍ୟ ତା’ କରିପାରିବ। କେବଳ ସେତିକି ନୁହେଁ, ଏହି ପାହାଡ଼କୁ ‘ଉଠି ଯାଇ ସମୁଦ୍ରତରେ ପଡ଼ି ଯା’ କହିଲେ, ତାହା ମଧ୍ୟ ହେବ।

Plans de lecture et méditations gratuites relatifs àମାଥିଉଲିଖିତ ସୁସମାଚାର 21:21