Logo YouVersion
Îcone de recherche

ମାଥିଉଲିଖିତ ସୁସମାଚାର 20:26-28

ମାଥିଉଲିଖିତ ସୁସମାଚାର 20:26-28 ODCLBSI

କିନ୍ତୁ ତୁମେ ଏହି ନୀତି ଅନୁସରଣ କରିବ ନାହିଁ। ତୁମ ମଧ୍ୟରୁ ଜଣେ ବଡ଼ ହେବାକୁ ଚାହିଁଲେ, ସେ ଅନ୍ୟମାନଙ୍କର ସେବକ ହେଉ। ତୁମ ମଧ୍ୟରୁ ଯେ ଶ୍ରେଷ୍ଠ ହେବାକୁ ଚାହେଁ, ସେ ତୁମ୍ଭମାନଙ୍କର ଦାସ ହେଉ, ଯେପରି ମନୁଷ୍ୟପୁତ୍ର ସେବା ପାଇବା ପାଇଁ ଆସି ନାହାନ୍ତି - ସେବା କରି ଅନ୍ୟମାନଙ୍କର ମୁକ୍ତି ପାଇଁ ନିଜର ପ୍ରାଣ ବିସର୍ଜନ କରିବାକୁ ଆସିଛନ୍ତି।”

Plans de lecture et méditations gratuites relatifs àମାଥିଉଲିଖିତ ସୁସମାଚାର 20:26-28