ଜୁୟି କଃରାପ୍ କାମ୍ ଗିନେ ତୁମି ବିନ୍ଲକ୍ମଃନ୍କେ ଦସି କଃରୁଲାସ୍, ସେରି ଜଦି ତୁମି ନିଜେ କଃର୍ତିରିଆସ୍ ତୁମି ଇସ୍ୱରାର୍ ବିଚାର୍ ତଃୟ୍ ହୁଣି ରଃକ୍ୟା ହାଉଁ ହାରାସ୍ ବଃଲି କାୟି ମଃନେ ବାବୁଲାସ୍ ? ଅଃଉଁ ହାରେ ତୁମି ଇସ୍ୱରାର୍ ନଃସେର୍ତା ଦଃୟା ଆର୍ ସଃମ୍ବାଳ୍ତାର୍ ନଃଜାଣୁଲାସ୍ । ତୁମି ବାୟ୍ଦ୍ରେ ଜାଣି ଆଚାସ୍ ଜେ, ତୁମି ମଃନ୍ ବାଦ୍ଲାଉଆ ବଃଲି ଇସ୍ୱର୍ ଅଃଡେକ୍ ନିକ ଦଃୟା କଃରୁଲା ।