ଇତାକ୍ ଜୁୟି ଜଃଇଲ୍ ଅଃଦିକାରି ନିଦେ ହୁଣି ଉଟି ଜଃଇଲାର୍ ଦୁଆର୍ ଉଗାଳି ଅୟ୍ଲାର୍ ଦଃକି କଃୟ୍ଦିମଃନ୍ ହଃଳାୟ୍ ଜାୟ୍ ଆଚ୍ତି ବଃଲି ମଃନେ ବାବି କଃଣ୍ଡା ବାର୍କଃରି ନିଜେ ମାରିଅଃଉଁକେ ଜାତି ରିଲା । ମଃତର୍ ପାଉଲ୍ ବଃଡ୍ ଟଣ୍ଡ୍ କଃରି କୟ୍ଲା, “ତର୍ ନିଜାର୍ କାୟିରି କଃର୍ ନାୟ୍, କାୟିତାକ୍ବଃଲେକ୍ ଅଃମିମଃନ୍ ସଃବୁ ଇତି ଆଚୁ ।”