ଇତାର୍ ଗିନେ ମାପୁର୍ ଇରି କଃଉଁଲା,
“ତୁମିମଃନ୍ ସେମଃନାର୍ ବିତ୍ରେ ହୁଣି ବାରାୟ୍ ଆସା,
ଆର୍ ଅଃଲ୍ଗା ଅଃଉଆ, ଆର୍ ବିଟାଳ୍ରି ଚିଉଆ ନାୟ୍,
ଆରେକ୍ ମୁୟ୍ଁ ତୁମିମଃନ୍କେ ଆଗଳି ଦଃରିନ୍ଦ୍ ।
ମୁୟ୍ଁ ତୁମିମଃନାର୍ ଉବାଦି ଅୟ୍ନ୍ଦ୍,
ଆରେକ୍ ତୁମିମଃନ୍ ମର୍ ହଅ ଜିଇ ଅଃଉଆସ୍
ଇରି ସଃବ୍କେ ଜିଣା ସଃକ୍ତିମାନ୍ ମାପୁର୍ କଃଉଁଲା ।”