ଆର୍ ସେ ସଃବୁ ଲକାର୍ ଗିନେ ମଃର୍ନ୍ ବୟଃଗ୍ କଃଲା, ଜଃନ୍କଃରି ଜୁୟି ଲକ୍ମଃନ୍ ଜିବନ୍ ଆଚ୍ତି, ସେମଃନ୍ ଆର୍ ଅଃହ୍ଣା ଅଃହ୍ଣାର୍ ଗିନେ ଜିବନ୍ ନଃକାଟି, ଜେ ସେମଃନାର୍ ଗିନେ ମଃର୍ନ୍ ବୟଃଗ୍ କଃଲା ଆର୍ ଉଟ୍ଲା, ତାର୍ ଗିନେ ଜିବନ୍ କାଟ୍ତି ।
ତଃବେ ଆଜିହୁଣି ଅଃମିମଃନ୍ ଗଃଗାଳ୍ ହଃର୍କାରେ କାକେ ବିଚାର୍ ନଃକେରୁ, ଜଦି କ୍ରିସ୍ଟକେ ଗଃଗାଳ୍ ହଃର୍କାରେ ଅଃମିମଃନ୍ ବିଚାର୍ କଃରିରିଲୁ, ଅୟିଲେକ୍ ହେଁ ଅଃବେ ଆର୍ ତାକେ ସେ ହଃର୍କାରେ ବିଚାର୍ ନଃକେରୁ ।